ସୁର ରାଉତ ଏମିତି କହିଲେ ରାନୀ ପଣ୍ଡା ଙ୍କୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ।

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମର ଓଡିଶା ଖବର ପୋର୍ଟାଲ କୁ ଆଜି ଆମେ କହିବାକୁ ଯାଉଛୁ ସୁର ରାଉତ କଣ କହିଲେ ରାନୀ ପଣ୍ଡା ଙ୍କ ବିଷୟରେ ଆସନ୍ତୁ ଜାଣିବା …

ବିଗତ କିଛି ଦିନ ହେଲା ରାନୀ ପଣ୍ଡା ସବୁବେଳେ ଚର୍ଚ୍ଚା ରେ କେତେବେଳେ ଗରିବ ଙ୍କୁ ସାହାଯ୍ୟ କରିବା ହେଉ କି କେତେ ବେଳେ ନିଜ ହକ ପାଇଁ ଲଢେଇ ଓ ସାରା ଓଡିଶା ବାସୀ ତାଙ୍କୁ ବିବାଦୀୟ ଅଭିନେତ୍ରୀ ରୂପରେ ଜାଣନ୍ତି ଓ ରାନୀ ପଣ୍ଡା ନିଜେ ମଧ୍ୟ ଏହି କଥା କୁ ନିଜ ମୁଂହରେ କୁହନ୍ତି । ଏ ଦୁଇ ଦିନ ରାଜଧାନୀ ରାଜରାସ୍ତା ରେ ଫୁଣି ରାନୀ ପଣ୍ଡା ଙ୍କ ଚିତ୍କାର ଫୁଲ ଦମ ରେ ଦେଖିବାକୁ ମିଳିଥିଲା । ତାଙ୍କର ଏହି ଲଢେଇ ଥିଲା କଳାକାର ମାନଙ୍କୁ ତାଙ୍କ ମଞ୍ଚ ଫେରେଇଦେବାକୁ ସେ ଏପରି କରିଥିଲେ ସେ କହିଥିଲେ ଯଦି ଭୋଟ ରେ ରାଲି ହଜାର ହଜାର ଲୋକ ରାଲି ହେଇପାରୁଛି ତାହା ହେଲେ କଣ ପାଇଁ ଯାତ୍ରା ବନ୍ଦ କାହିଁକି ଦିଆ ଯାଉନି ପରମିଶନ ।

ଏହି ପ୍ରତିବାଦ ବେଳେ ଏଠାରେ ଜଟଣୀ ବିଧାୟକ ଇପସ୍ଥିତ ଥିଲେ ଓ ଏହି ପ୍ରତିବାଦ ରେ ସେ ନିଜେ ମଧ୍ୟ କଳାକାର ମାନଙ୍କୁ ତାଙ୍କ ମଞ୍ଚ ଫେରେଇବାକୁ ପ୍ରତିବାଦ ର ସ୍ୱର ଉଠାଇ ଥିଲେ । ସେ କହିଛନ୍ତି ରାନୀ ପଣ୍ଡା ହେଉଛନ୍ତି ଝାଂସି ରାଣି ରାନୀ ପଣ୍ଡା ଏହାର ଜବାବ ରେ ରାନୀ ପଣ୍ଡା ସୁର ରାଉତରାୟ ଙ୍କୁ ମିଡ଼ିଆ ଆଗରେ ନିଜ ଭାଇ ବୋଲି କହିଛନ୍ତି । ଯଦି ଆମର ଏହି ଖବର ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *