ଦୀପାବଳି ପୂର୍ବରୁ ମାତ୍ର ୧ ଟଙ୍କା ବିନିଯୋଗ କରି ୧ ଲକ୍ଷ୍ୟ ଟଙ୍କା ର ଲାଭ ଉଠେଇ ପାରିବେ ।

ଦୀପାବଳୀ ପୂର୍ବରୁ ଆପଣ ହୋଇପାରିବେ ଲକ୍ଷପତି । ଘରେ ବସି ୧ ଲକ୍ଷ ଟଙ୍କା ରୋଜଗାର କରିପାରିବେ । ଏହି ଟଙ୍କା ରୋଜଗାର କରିବାକୁ ହଁହେଲେ ଆପଣଙ୍କ ପାଖରେ 1 ଟଙ୍କିକିଆ ନୋଟ ଥିବା ନିହାତି ଦରକାର । ଯଦି ଆପଣଙ୍କ ପାଖରେ ଏହି ଏକ ଟଙ୍କିଆ ରହିଛି ତାହଲେ ଏହି ନୋଟର ଫଟୋ ଉଠାଇ ଏହାକୁ ଏକ ୱେବସାଇଟ ରେ ଅପଲୋଡ କରନ୍ତୁ ।

ଆପଣ ଅପଲୋଡ କରିବା ପରେ ପରେ ବିଭିନ୍ନ କମ୍ପାନୀ ଏହି ଟଙ୍କିକିଆ ନୋଟ ରେ ନିଲାମ ଆରମ୍ଭ କରିବେ । ନିଲାମ ପରେ ଆପଣ ଯାହାକୁ ଚାହିଁବେ ତାକୁ ଏହି ନୋଟ ବିକି ଲକ୍ଷାଧିକ ଟଙ୍କା ରୋଜଗାର କରିପାରିବେ । ଆପଣଙ୍କ ପାଖରେ ଯଦି ଏହି ୧ ଟଙ୍କିଆ ନୋଟ ରହିଛି ତାହାକୁ ଇଣ୍ଡିଆମାର୍ଟ ସାଇଟ ରେ ବିକ୍ରିକରି ପାଇବେ ୧ ଲକ୍ଷ ଟଙ୍କା । ଏହି ସାଇଟ ରେ ଆପଣଙ୍କୁ ଏହି ୧ ଟଙ୍କିଆ ନୋଟର ସବୁଠୁ ଅଧିକ ମୂଲ୍ୟ ମିଳିବ ।

୧ ଟଙ୍କିଆ ନୋଟ କେବେ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଜାରି କରିନଥାଏ । ଏହାକୁ କେବଳ ଭାରତ ସରକାର ଜାରି କରନ୍ତି । ଏହି ପାଇଁ ଏହି ଟଙ୍କା ଉପରେ ରିଜର୍ଭ ବ୍ୟାଙ୍କ ର ଗଭର୍ଣ୍ଣରଙ୍କ ହସ୍ତାକ୍ଷର ବଦଳ ରେ ଅର୍ଥ ସଚିବଙ୍କ ଦସ୍ତଖତ ରୁହେ । ଏହି ଏକ ଟଙ୍କିଆ ନୋଟ ର ମୁଦ୍ରଣ ପ୍ରଥମ ପଆରମ୍ଭ ୧୯୧୭ ମସିହା ନଭେମ୍ବର ୩୦ ତାରିଖରେ ହୋଇଥିଲା । ଏହି ନୋଟରେ କିଙ୍ଗ ଜର୍ଜ ପଞ୍ଚମ ଙ୍କର ଫଟୋ ରହିଥିଲା । ରିଜର୍ଭ ବ୍ୟାଙ୍କ ଏହି ଟଙ୍କା ୧୯୨୬ ମସିହାରେ ୧ ଟଙ୍କିଆ ନୋଟ୍ ଛପାଇବା ବ୍ୟାନ କରିଥିଲା । ହେଲେ ୧୯୪୦ ରେ ପୁନର୍ବାର ଏହି ନୋଟ୍ ଛପା ହୋଇଥିଲା । ଏହାପରେ ପୁନରବାର ଏହି ନୋଟ ୧୯୯୪ ବନ୍ଦ ହୋଇଥିଲା । ପୁଣି ୨୦୧୫ ମସିହାରେ ଏହି ନୋଟ ଛପାଇବା ପୁନର୍ବାର ଆରମ୍ଭ ହୋଇଛି ।

ଏକ ଟଙ୍କିଆ ନୋଟ ବିକି ତମେ ୧ ଲକ୍ଷ ଟଙ୍କା ପାଇପାରିବେ । ହେଲେ ତୁମ ପାଖରେ ଥିବା ସବୁ ୧ ଟଙ୍କିଆ ଏହି ବିକ୍ରି ରେ ସାମିଲ ହୋଇପାରିବ ନାହିଁ । ଆପଣଙ୍କ ପାଖରେ ବୈସ୍ନୋଦେବୀ ଙ୍କ ଫୋଟୋ ଥିବା ୧,୫,୧୦ ଟଙ୍କିଆ ଟଙ୍କା ଥାଏ ତାହେଲେ ଆପଣ୧ ଲକ୍ଷ୍ୟ ଟଙ୍କାର ଫାଇଦା ଉଠେଇ ପାରିବେ । ଯଦି ଆପଣଙ୍କ କିଛି ପ୍ରଶ୍ନ ଥାଏ ତାହା ହେଲେ ଆଇଟ https://dir.indiamart.com/impcat/antique-note.html

Leave a Reply

Your email address will not be published. Required fields are marked *