ବର୍ଷା କଲେ ପର୍ଦାଫାସ ଅନୁଭବ ମା ଙ୍କ ଚକ୍ରାନ୍ତ କୁ । ଏବେ ପୁରା ପରିବାର

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମର ଓଡିଶା ଖବର ମିଡ଼ିଆ ଆଜି ଆମେ ଆପଣଙ୍କୁ କହିବୁ ବର୍ଷା ଅନୁଭଵ କେଶ ରେ ଫୁଣି ନୂଆମୋଡ ଆସନ୍ତୁ ଜାଣିବା କଣ ଏହି ନୂଆ ମୋଡ ।

ଆପଣ ମାନେ ଜାଣିଥିବେ ବିଗିତ କିଛି ଦିନ ହେଲା ବର୍ଷା ଅନୁଭଵ କେଶ ବହୁତ ହାଇଲାଇଟ ହୋଇଥିଲା । ଏହି ସାରା ଓଡିଶା ବାସୀ ଙ୍କୁ ଚହଳ ପକେଇଥିଲା ଏହି କେଶ ପ୍ରଥମେ ବର୍ଷା ଥାନାର ଦ୍ୱାରସ୍ଥ ହୋଇଥିଲେ ଓ ପରେ ପରେ ଅନୁଭଵ ମଧ୍ୟ ପାଲଟା ଅଭିଯୋଗ କରିଥିଲେ କିନ୍ତୁ ଏହି କେଶ କୌର୍ଟ ରେ କୌଣସି ପୁରା ଶୁଣାଣି ହୋଇନଥିବା ବେଳେ ଫୁଣି ଏହି ଘଟଣା ରେ ନୂଆ ଟୁଇଷ୍ଟ ଆସିଛି ।

ବର୍ଷା ଙ୍କ ଶାଶୁ ଏବେ ବର୍ଷା ଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରି କହିଛନ୍ତି ଯେ ଆମେ ଯେଉଁ ଘରେ ରାହୁଛୁ ସେ ଘର ୬୦ ବର୍ଷ ତଳର ପୁରୁଣା ଘର ସେହି ଘର ର ମରାମତି ପାଇଁ ଆମେ ବର୍ଷା ଙ୍କୁ ୧୦ ଦିନ ପାଇଁ ତାଙ୍କ ବାପ ଘର କୁ ଯିବା ପାଇଁ କହୁଛୁ କିନ୍ତୁ ବର୍ଷା ତାଙ୍କ ଘରକୁ ଯାଉନାହାନ୍ତି କିନ୍ତୁ ବର୍ଷା ଏହି କେଶ ରେ ପାଲଟା ଅଭଯୋଗ ରେ

ବର୍ଷା କହିଛନ୍ତି ଯେ ଘର ମରାମତି ବାହାନା ରେ ମତେ ଘରୁ ବିଦା କରିଦେବାକୁ ଚାହୁଁଛନ୍ତି ଅନୁଭଵ ଙ୍କ ପରିବାର । ବର୍ଷା କହିଛନ୍ତି ଯେ ପର୍ଯନ୍ତ ମୋର ସ୍ଥାୟୀ ବ୍ୟବସ୍ତା ହୋଇନାହିଁ ସେ ପର୍ଯନ୍ତ ମୁ ଅନୁଭଵ ଙ୍କ ଘରୁ କୁଆଡେ ଜୀବିନି କିନ୍ତୁ ବର୍ଷା ମା ଥାନା ରେ ଅଭିଯୋଗ ଆଣିଛନ୍ତି ଯେ ନିଯେ ପୁଲିସ ଆମ ଘରକୁ ଯାଇ ପରିସ୍ଥିତି ଦେଖନ୍ତୁ ତାପରେ ସେମାନେ ଯାହା କହିବେ ସେଇଆ ହବ । କିନ୍ତୁ ବର୍ଷା କହିଛନ୍ତି ମୁ ଶାଶୂଘର ଛାଡି କୁଆଡେ ଜୀବିନି ମତେ ଘର ରୁ ବାହାର କରିବା ପାଇଁ ଏ ସବୁ ଚକ୍ରାନ୍ତ । ବର୍ଷା ଏପରି ଭାବରେ ଅନୁଭବ ଙ୍କ ମା ଙ୍କ ଷଡ଼ଯନ୍ତ୍ର ର ପର୍ଦାଫାସ କରିଛନ୍ତି । ଏହା ବିଷୟରେ କୌଣସି ପ୍ରତିକ୍ରିୟା ପୋଲିସ ପାଖରୁ ମିଳିନାହିଁ ।

 

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଥାଏ ତଳେ ଗୋଟିଏ ଲାଇକ କରନ୍ତୁ ଓ ଗୋଟିଏ ସେୟାର କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *