ରାନୀ ପଣ୍ଡା ଦେଖେଇଲେ ନାଲି ଆଖି କହିଲେ ଏମିତି ବାପି ପଣ୍ଡା ଙ୍କୁ

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ର ଓଡିଶା ଖବର ପୋର୍ଟାଲ ମିଡ଼ିଆ କୁ ଆଜି ଆମେ କହିବୁ ରାନୀ ପଣ୍ଡା ଗର୍ଜିଲେ ବାପି ପଣ୍ଡା ଙ୍କ ଉପରେ ଦେଖେଇଲେ ନାଲି ଆଖି ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ।

ରାନୀ ପଣ୍ଡା ଏବେ ବହୁତ ଚର୍ଚା ରେ କେତେ ବେଳେ ଲୋକଙ୍କ ସାହାଯ୍ୟ ରେ ତ କେତେବେଳେ ବିବାଦ ରେ ସେ ନିଜକୁ ମଧ୍ୟ ବିବାଦୀୟ ରାନୀ ପଣ୍ଡା ବୋଲି କହିଥାନ୍ତି । ଆଜି ସକାଳୁ ମାଷ୍ଟର କ୍ୟାଣ୍ଟିନ ଛକରେ କରିଥିଲେ ହାଇ ପ୍ରୋଫାଇଲେ ଡ୍ରାମା । ରାଜଧାନୀ ରେ ଘେରିଥିଲେ ହଜାର ହଜାର ସଂଖ୍ୟା ରେ ଲୋକ ରାନୀ ପଣ୍ଡା ଙ୍କ ଚିତ୍କାର ରେ ଫତିପଡିଥିଲା ପୁରା ଭୁବେନସ୍ୱର । ତାଙ୍କର ଏହି ଚିତ୍କାର ର କାରଣ ଥିଲା ଯାତ୍ରା କଳାକାର ମାନଙ୍କୁ ତାଙ୍କ ମଞ୍ଚ ରେ ନାଚିବାକୁ ଅନୁମତି । ଏଟା ତ ଭଲ କଥା ତାହେଲେ ବାପି ପଣ୍ଡା କଣ ପାଇଁ ରାନୀ ପଣ୍ଡା ଙ୍କୁ ବିରୋଧ କଲେ ଆସନ୍ତୁ ଜାଣିବା ସମ୍ପୂର୍ଣ ବିଷୟ ।

ବାପି ପଣ୍ଡା କହିବା କଥା ଯେ ଆମେ ସରକାର ଙ୍କୁ ଏ ବିଷୟ ରେ ଅବଗତ କରିଛୁ । ସରକାର ମଧ୍ୟ ଆମ କଥାକୁ ହୃଦୟଙ୍ଗମ କରିଛନ୍ତି କହିଛନ୍ତି ଯେ ଏହାର ଗୋଟିଏ ପ୍ରତିକାର କରିବେ । ସରକାର କହିଥିଲେ ଆଜି ଏହାର ନିଷ୍ପତି ବିଷୟରେ ଯାତ୍ରା ସଂଘ ଆଉ ସରକାର ମଧ୍ୟ ରେ ଆଲୋଚନା ହୋଇଥାନ୍ତା । ହେଲେ ରାନୀ ପଣ୍ଡା ଏ ଆଲୋଚନା ଭଣ୍ଡୁର କରିଥିବା ର ବାପି ପଣ୍ଡା କହିଛନ୍ତି । ହେଲେ ଅର୍ଗୁସ ଟିଭି ର ଲାଇଭ କନ୍ଫରେନ୍ସ ରେ ସତ୍ୟ ଜେନା ରଙ୍ଗମହଲ ମାଲିକ ରାନୀ ପଣ୍ଡା ଓ ବାପି ପଣ୍ଡା ଙ୍କ ମଧ୍ୟ ରେ ଲାଇଭ ଆରମ୍ଭ ହୋଇଥିଲା …

ରାନୀ ପଣ୍ଡା ନାଲି ଆଖି ଦେଖେଇ ବାପି ପଣ୍ଡା ଙ୍କୁ ମିଡ଼ିଆ ସାମ୍ନା ରେ ଧମକେଇଲେ କହିଲେ ମୁ ଗୋଟିଏ କଳାକାର ମୁଁ ଆଜି ଯେଉଁ ପ୍ରତିବାଦ କରିଛି ସବୁ କଳାକାର ମାନଙ୍କ ପାଇଁ ହେଲେ ରାନୀ ପଣ୍ଡା ଖୁବ ଜୋରରେ ରାଗି ଯାଇ ବାପି ପଣ୍ଡା ଙ୍କୁ କହିଲେ ତମେ ବାପି ବାବୁ ବହୁତ ହଉଛ ଏବେ ପଳେଇବି ତମ ଘର ପାଖକୁ ଏମିତି କହି ବାପି ପଣ୍ଡା ଙ୍କୁ ଡରେଇ ଥିଲେ ରାଣୀ ପଣ୍ଡା ରାନୀ ପଣ୍ଡା ଙ୍କ ଏପରି ରୂପ ଦେଖି ନରମି ଯାଇଥିଲେ ବାପି ପଣ୍ଡା । ଯଦି ଆମର ଏହି ଖବର ଆପଣ ଙ୍କୁ ଭଲ ଲାଗିଥାଏ ତାହେଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *