ରାନୀ ପଣ୍ଡା ଙ୍କ ଉପରେ ବର୍ଷିଲେ ବାପି ପଣ୍ଡା । ହେ ଭଗବାନ ଏମିତି କହିଲେ ଆସନ୍ତୁ ଜାଣିବା

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ର ଓଡିଶା ଖବର ମିଡ଼ିଆ କୁ ଆଜି ଆମେ କହିବୁ ଆପଣଙ୍କୁ ରାନୀ ପଣ୍ଡା ଙ୍କ ଉପରେ କାହିଁକି ବର୍ଷିଲେ ରାନୀ ପଣ୍ଡା ଆସନ୍ତୁ ଜାଣିବା ।

ରାନୀ ପଣ୍ଡା ଜଣେ ଯାତ୍ରା ହିରୋଇନ ହଟ ଡ୍ୟାନ୍ସ ର ରୂପରେ ପରିଚିତ । କିଛିଦିନ ହେଲା ସେ ଓଡିଶା ର ଜଣେ ଚର୍ଚ୍ଚିତ ଚେହେରା । କୋରାନା ସମୟ ରେ ରାନୀ ପଣ୍ଡା ଯେଉଁ ସାହାଯ୍ୟ ଲୋକ ମାନଙ୍କ ପାଇଁ କରିଛନ୍ତି ପୁରା ଓଡିଶା ବାସୀ ବର୍ତ୍ତମାନ ରାନୀ ପଣ୍ଡା ଙ୍କୁ ବହୁତ ସମର୍ଥନ କରୁଛନ୍ତି । ସେ କହିଛନ୍ତି ୫ ଲକ୍ଷ୍ୟ ଟଙ୍କାର ସୁନା ବନ୍ଧା ପକେଇ ସେ ଓଡିଶା ବାସୀଙ୍କୁ ସାହାଯ୍ୟ କରିଛନ୍ତି । ଆଜି ସକାଳୁ …

ରାଜଧାନୀ ରାଜରାସ୍ତା ରେ ଆରମ୍ଭ ହୋଇଯାଇଥିଲା ସକାଳୁ ସକାଳୁ ରାନୀ ପଣ୍ଡା ଙ୍କ ଚିତ୍କାର ବର୍ଷିଥିଲେ ମୁଖ୍ୟମନ୍ତ୍ରୀ ଙ୍କ ଉପରେ । ବର୍ଷିବାର କାରଣ ହେଉଛି । ରାନୀ ପଣ୍ଡା କିଛି କଳାକାର ଙ୍କ ସହିତ ରାଜ ରାସ୍ତା ରେ କଳାକାର ମାନଙ୍କର ବୃତି ବା ଯାତ୍ରା ଆରମ୍ଭ କରିବାର ଅନୁମତି ଦେବାପାଇଁ ସେ ଏପରି କରିଥିଲେ । ସେ କହିଥିଲେ ଯେ ଏଲେକ୍ସନ ରେ ହଜାର ହଜାର ଲୋକ ରାଲି ହେଉଛି ମେଲୋଡି ହେଲା ଏଲେକ୍ସନ ରେ ତାହା ହେଲେ କଣ ପାଇଁ ଯାତ୍ରା ହେବନି । କିନ୍ତୁ ଏହା ତ ଠିକ କଥା ତାହା ହେଲେ କଣ ପାଇଁ ବାପି ପଣ୍ଡା ସ୍ୱର ଉଠେଇଲେ ଆସନ୍ତୁ ଜାଣିବା

ବାପି ପଣ୍ଡା ଆଜି ଟିଭି ରେ କନ୍ଫରେନସ କହିଛନ୍ତି ଯେ ଆସନ୍ତା କାଲି ଆମର ଏ ବିଷୟରେ ସରକାର ଙ୍କ ସହିତ ଆମେ କଥା ହୋଇଥାନ୍ତୁ । ଆମେ ସରକାର ଙ୍କୁ ଆଗରୁ ଜଣେଇଥିଲୁ ସରକାର ଆମର କଥା କୁ ହୃଦୟଙ୍ଗମ କରିଛନ୍ତି କହିଥିଲେ ଏହାର ଗୋଟିଏ ପ୍ରତିକାର କରାଯିବ ହେଲେ ଏଭଳି ପରିସ୍ଥିତି ରେ ସରକାର ଙ୍କ କିଛି ରାୟ ନଦେବା ପୂର୍ବରୁ ଯେଉଁ କଳାକାର ମାନେ ଏପରି ହଙ୍ଗାମା କରିଛନ୍ତି ସେମାନେ ଯାତ୍ରା କଳାକାର ମାନଙ୍କ ଦାନା ଛଡେଇ ବାକୁ ବସିଛନ୍ତି । ସେ କହିଛନ୍ତି ଯଦି ସରକାର କିଛି ଭୁଲ ନିଷ୍ପତି ନିଅନ୍ତି ତାହେଲେ ସେ କଳାକାର ମାନଙ୍କୁ ଦାୟୀ କରିବୁ ଯେଉଁମାନେ ଏପରି ପ୍ରତିବାଦ ସ୍ୱର ଉଠାଇ ଛନ୍ତି ।ଆଉ ମଧ୍ୟ ଯେଉଁ କଳାକାର ମାନେ ଏପରି କରିଛନ୍ତି ସେ ଯାତ୍ରା ସଂଘ ରେ ନାହାନ୍ତି । ଏହା ପଛରେ ନାୟକ ଅନ୍ୟ କେହି ଅଛନ୍ତି । ଯଦି ଆମର ଏହି ଖବର ଆପଣ ଙ୍କୁ ଭଲ ଲାଗିଛି ତାହେଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *