କେଉଁ ସମୟ ରେ ହସ୍ତ ମୈଥୁନ କରିବା ଲାଭଦାୟକ । କେତେ ଲାଭ ଦାୟକ କେତେ ଖେତି ।

ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ। ଆଜି ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆପଣ ମାନ ଙ୍କୁ ଜଣାଇ ବାକୁ ଯାଉଛୁ ଯେ। ଆପଣ ହସ୍ତ ମୈଥୁନ କରୁଛନ୍ତି କି ? ଯଦି କରୁଛନ୍ତି ଆପଣଙ୍କ ର ହୋଇପାରେ ଏହି ସବୁ କ୍ଷତି । ଜଣାନ୍ତୁ ହସ୍ତ ମୈଥୁନ ର ଉପକାର ଆଉ ଅପକାର । ଆଜି ଏହି ପୋଷ୍ଟ ର ଆମେ କହିବା କି କଣ କଣ ସବୁ କ୍ଷତି ହୋଇ ପାରେ ଆପଣଙ୍କ ର । ଆଉ କଣ କଣ ସବୁ କରିବେ ଆପଣ ମାନେ ଏହି ପୋଷ୍ଟ ଟିକୁ ସମ୍ପୁର୍ଣ୍ଣ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ଆଉ ଜଣାନ୍ତୁ ଏହି ହସ୍ତ ମୈଥୁନ ବିଷୟ ରେ ସମସ୍ତ ତଥ୍ୟ । 

ଚାଲନ୍ତୁ ଆରମ୍ଭ କରିବା ଆଜି ର ଏହି ପୋଷ୍ଟ ଆଉ ଜାଣିବା କି କଣ କଣ ସବୁ ଉପଚାର କରିବେ। ହସ୍ତ ମୈଥୁନ ହେଉଛି ଏକ ଶାରୀରିକ କର୍ମ ଆଉ ସେହି କାର୍ଯ୍ୟ କୁ କରିବା ହେଉଛି ଏକ ପ୍ରାକୃତିକ ଆଉ ଶାରୀର ଗତ । ଆଉ ଏହି କାର୍ଯ୍ୟ କୁ ଯଦି ଆପଣ ସବୁଦିନ କରୁଛନ୍ତି କିମ୍ଵା ଜମା କରୁନାହାନ୍ତି ତାହା ହେଲେ ଆପଣ ମାନଙ୍କୁ କିଛି ନା କିଛି ବାଧକ ହୋଇ ପାରେ । ଯଦି ଆପଣ ମନେ ଛୋଟ ପିଲା ଅଛନ୍ତି କିମ୍ବା କୈଶୋର ଅବସ୍ଥାରେ ଅଛନ୍ତି ତାହା ହେଲେ ଆପଣ ଯଦି ହସ୍ତ ମୈଥୁନ କରିଛନ୍ତି ତାହା ହେଲେ ଆଗାମୀ ଭବିଷ୍ୟତ ରେ ଆପଣ ବହୁତ ଅସୁବିଧା ରେ ପଡିପାରନ୍ତି। 

 

ସେଥିପାଇଁ ଆପଣ ମାନେ ଯଦି ବଡ ପିଲା ଆଉ ବୈବାହିକ ଜୀବନ ଯାପନ କରିବା ପାଇଁ ଯାଉ ଛନ୍ତି ତାହା ହେଲେ ଆପଣ ମାନେ ଏହି ପରି ହସ୍ତ ମୈଥୁନ କରି ପାରିବେ। ଯଦି ଆପଣ ଛାତ୍ର ଜୀବନ ରେ ଅଛନ୍ତି ଆପଣ କରନ୍ତୁ ନାହିଁ ଏହି ପରି ସବୁ ବେଳେ କଲେ ଆପଣ ମାନଙ୍କ ର  ଶାରୀରିକ ପୀଡା ଆଉ ମଧ୍ୟ ଶାରିରୀକ କ୍ଷତି ହୋଇ ପାରେ । ଆପଣ ମାସକୁ ୩/୪ ହସ୍ତମୈଥୁନ କରିଲେ ବିଶେଷ ପ୍ରଭାବ ପଡିବ ନାହିଁ ଆପଣଙ୍କ ଶରୀର ଉପରେ । ସେଥିପାଇଁ ଏକ ଭଲ ଡାକ୍ତର ଙ୍କ ପରାମର୍ଶ ନିଅନ୍ତୁ ଆଉ ଶରୀର କୁ ସୁସ୍ତ ରଖନ୍ତୁ ।

 

Leave a Reply

Your email address will not be published. Required fields are marked *