ବର୍ଷା କଣ ସତରେ ଅନୁଭଵ ଙ୍କ ଠାରୁ ଅଧିକ ନେଇଥାନ୍ତି ଗୋଟେ ଫିଲ୍ମ ପାଇଁ ?

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମର ଓଡିଶା ଖବର ମିଡ଼ିଆ କୁ ଆଜି ଆମେ ଜାଣିବା ଅନୁଭଵ ଓ ବର୍ଷା କିଏ ଗୋଟିଏ ଫିଲ୍ମ ପାଇଁ କେତେ ଟଙ୍କା ନେଇଥାନ୍ତି ।

ବର୍ଷା ଓ ଅନୁଭଵ ଦୁଇଜଣ ଓଡିଶା ସିନେ ଜଗତ ର ବଡ ତାରକା । ଅନୁଭଵ ଦେଖିବାକୁ ଗଲେ ସବୁଠୁ ଅଧିକ ଟଙ୍କା ନେଉଥିବା ବେଳେ । ହିରୋଇନ ମାନଙ୍କ ମଧ୍ୟ ରେ ବର୍ଷା ସର୍ବ ଶ୍ରେଷ୍ଠ ଅଧିକ ଟଙ୍କା ନେଉଥିବା ହିରୋଇନ । ଅନୁଭଵ ଓ ବର୍ଷା ଦୁଇ ଜଣ ବର୍ଷ କୁ ମାତ୍ର ଗୋଟିଏ ରୁ ଦୁଇଟି ଫିଲ୍ମ କରିଥାନ୍ତି । ସେହି ଫିଲ୍ମ ଭଲ ହାଇଲାଇଟ ମଧ୍ୟ ହୋଇଥାଏ । ଅନୁଭଵ ବିଗତ କିଛି ବର୍ଷ ହେବ ସେ ଫିଲ୍ମ କରୁନାହାନ୍ତି ଜେବେଠୁ ସେ ରାଜନୀତି ରେ ପସିଛନ୍ତ ସେବେଠୁ ଅନୁଭଵ ଫିଲ୍ମ ଲାଇନ ରୁ ଟିକେ ଦୁରେଇ ରହୁଛନ୍ତି । ବର୍ଷା ମଧ୍ୟ ବେସି ଫିଲ୍ମ କରୁ ନାହାନ୍ତି ସେ ବିବାହ ପରେ ପରେ ବହୁତ କମ ଫିଲ୍ମ କରୁଛନ୍ତି । ଅନୁଭଵ ଙ୍କର ଲାଷ୍ଟ ଫିଲ୍ମ ପ୍ରେମ କୁମାର ବହୁତ ହିଟ ହୋଇଥିଲା ବର୍ଷା ଙ୍କ ଲାଷ୍ଟ ଫିଲ୍ମ କୁଇନ ।

ଅନୁଭଵ ଙ୍କ ଗୋଟିଏ ଫିଲ୍ମ ପାଇଁ ୨୦/୨୫ ଲକ୍ଷ୍ୟ ଟଙ୍କା ନେଇଥାନ୍ତି । ବର୍ଷା ଗୋଟିଏ ଫିଲ୍ମ ପାଇଁ ୧୦ ଲକ୍ଷ୍ୟ ଟଙ୍କା ନେଇଥାନ୍ତି । ଅନୁଭଵ ହିରୋ ମାନଙ୍କ ମଧ୍ୟ ରେ ସବୁଠୁ ଅଧିକ ନେଉଥିବା ବେଳେ ବର୍ଷା ହିରୋଇନ ମାନଙ୍କ ମଧ୍ୟ ରେ ସବୁଠୁ ଅଧିକ ଟଙ୍କା ନେଇଥାନ୍ତି । ତେବେ ଦୁଇଜଣ ମଧ୍ୟ ରେ ଅନୁଭଵ ଗୋଟିଏ ଫିଲ୍ମ ପାଇଁ ଅଧିକ ଟଙ୍କା ନେଉଛନ୍ତି ।

Leave a Reply

Your email address will not be published. Required fields are marked *