ସବ୍ୟସାଚୀ କରିଲେ ଅନୁରୋଧ କହିଲେ ଯେଉଁମାନେ ଓଡିଶା ମାଟିକୁ ଭଲ ପାଉଥିବେ ତାହେଲେ ନିଶ୍ଚୟ ସେୟାର କରିବେ ଲ

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମର ଓଡିଶା ଖବର ପୋର୍ଟାଲ କୁ ଆଜି ଆମେ ଜାଣିବା ଓ ଦେଖିବା ସବ୍ୟସାଚୀ ମିଶ୍ର ଗତ କିଛି ଦିନ ତଳେ ଗୋଟିଏ ଭିଡ଼ିଓ ତାଙ୍କ ଫେସବୁକ ପେଜ ରେ ସେୟାର କରିଥିଲେ ଓ କହିଛନ୍ତି ଯେ ଏହି ଭିଡ଼ିଓ କୁ ଯେଉଁମାନେ ବା ଏହି ଖବର ଯେଉଁ ମାନଙ୍କ ପାଖରେ ପହଂଚିଛି ସେମାନେ ଜଲଦି ସେୟାର କରନ୍ତୁ ତେବେ ଆସନ୍ତୁ ଜାଣିବା କଣ ଏହି ଭିଡ଼ିଓ ଟି ।

କୋରାନା ଭଳି ମହାମାରୀ ସମୟ ରେ ବିଭିନ୍ନ ପ୍ରକାର ଲୋକ ବିଭିନ୍ନ ପ୍ରକାର ସେବା କରୁଛନ୍ତି । ଯିଏ ଯେତିକି ସମ୍ଭବ ପାରୁଛି ଲୋକମାନଙ୍କୁ ସାହାଯ୍ୟ କରୁଛନ୍ତି ଏମାନଙ୍କ ମଧ୍ୟ ରେ ସବ୍ୟସାଚୀ ଓଡିଶା ବାସୀ ଙ୍କ ପାଇଁ ଯାହା କରିଛନ୍ତି ତାହା କେହି ୭ଜନ୍ମ ରେ ବି ସୁଝି ପାରିବେନି ଓ ସୋନୁ ସୂଦ ମଧ୍ୟ ଗର୍ବ ଆଉ ଗୌରବ ସର ଦେଶ ପାଇଁ । ଏହି କୋରାନା ଭଳି ମହାମାରୀ ସମୟ ରେ ଆମେରିକା ରେ ରହୁଥିବା କିଛି ଓଡିଶା ମାଟିର ଡାକ୍ତର ମାନେ ଯଥା ….

ଡାକ୍ତର ରାମ ପ୍ରସାଦ ପଟ୍ଟନାୟକ (ଗଂଜାମ), ଦୁର୍ଗା ମାଧବ ମିଶ୍ର (ନୟାଗଡ଼), ଅମିତ ଚକ୍ରବ୍ରତୀ, ବସନ୍ତ ମହାପାତ୍ର (କଟକ), ସଞ୍ଜିତା ପ୍ରଧାନ (ସମ୍ବଲପୁର) ମହିଳା , ତାପତି ପଣ୍ଡା (ଭୁବେନସ୍ୱର) ମହିଳା, ଦେବ ରାଇ, ଡାକ୍ତର. ବିଜୟ ଏ ସମସ୍ତ ଡାକ୍ତର ଆମ ମାଟିର ପୁଅ ଏମାନେ ସମସ୍ତେ ଆମେରିକା ରେ କାମ କରୁଥିଲେ ମଧ୍ୟ ମାଟି ମାକୁ ଭୁଲିନାହାନ୍ତି , ଏହି ସବୁ ଡାକ୍ତର ମାନେ ମିଶି ସମସ୍ତେ ଓଡିଶା ପାଇଁ ଗୋଟିଏ କୋଭିଡ଼ ଟେଷ୍ଟ ର ଗାଡି ପ୍ରଦାନ କରିଛନ୍ତି । ଏହି ଗାଡି ଟି ରାଜ୍ୟ ସ୍ୱାସ୍ଥ ମନ୍ତ୍ରାଳୟ କୁ ଆସିଛି ସେମାନେ ମଧ୍ୟ କହିଛନ୍ତି ଆଗକୁ ବି ମାଟି ମା ପାଇଁ ଏଭଳି କାମ ଜରିରହିବ । ସେମାନେ ସବ୍ୟସାଚୀ ଙ୍କୁ ବହୁତ ପ୍ରସଂସା କରିଛନ୍ତି । ଏହି ଗାଡି ଟି ଏବେ ଖୋର୍ଦ୍ଧା ଜିଲ୍ଲା କୁ ଦିଆଯାଇଛି ଯେହେତୁ ସେଠି କୋବିଡ଼ କେଶ ଅଧିକ ଆସୁଛି ସେଥିପାଇଁ । ସବ୍ୟସାଚୀ ଭିଡ଼ିଓ ମାଧ୍ୟମରେ କହିଛନ୍ତି ଯଦି ଆପଣ ଓଡିଶା କୁ ଭଲ ପାଉଥିବ ତାହେଲେ ଏ ଭିଡ଼ିଓ/ଖବର କୁ ନିହାତି ସେୟାର କରିବେ । ଯେଉଁମାନେ ଏ ଖବର ପଢୁଛନ୍ତି ନିହାତି ଏ ଖବର ଟି ସେୟାର କରନ୍ତୁ ଓ ମାଟି ମା କୁ ଭଲ ପାଉଥିବା ଲୋକ ମାନଙ୍କୁ ଉତ୍ସାହିତ କରନ୍ତୁ ।

ଯଦି ଏହି ଖବର ଟି ଆପଣଙ୍କୁ ଭଲ ଲାଗିବ ତାହେଲେ ନିଶ୍ଚୟ ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *