ନଟିଆ କମେଡି ରେ ନଟିଆ ର ସ୍ୱର ଦେଉଥିବା ସ୍ମୃତି ରଞ୍ଜନ ଗୋଟିଏ 1 ମିନିଟ ଭିଡ଼ିଓ ପାଇଁ ନେଉଛନ୍ତି ଏତେ ଟଙ୍କା

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମର ଓଡିଶା ଖବର ମିଡ଼ିଆ କୁ ଆଜି ଆମେ ଜଣେଇବୁ ନଟିଆ ଭିଡ଼ିଓ ର ନଟିଆ ର ସ୍ୱର ଦେଉଥିବା ସ୍ମୃତି ରଞ୍ଜନ କେତେ ଟଙ୍କା ନେଉଛନ୍ତି ଆସନ୍ତୁ ଜାଣିବା ।

 

ସାରା ଓଡିଶା ବାସୀ ଛୋଟ ବା ବଡ ହୋଇଥାନ୍ତୁ ସମସ୍ତେ ନଟିଆ କମେଡି ଦେଖିଥାନ୍ତି । ଦେଖିବାକୁ ଗଲେ ମନୋରଞ୍ଜନ ର ଖୋରାକ ଯୋଗାଇ ବାର ପ୍ରଥମ କାର୍ଟୁନ ଚାନେଲ ରୂପରେ ଉତ୍କଳ କାର୍ଟୁନ ଅର୍ଲଡ଼ ଅସରନ୍ତି ସଫଳତା ର ମାଧ୍ୟମ ପାଲଟିଛି । ନଟିଆ କମେଡି ଯେତେବେଳେ ତାର ପାର୍ଟ ରିଲିଜ଼ କରେ ୧ ଘଣ୍ଟା କୁ ପାଖା ପାଖି ୨ ରୁ ୩ ଲକ୍ଷ୍ୟ ଲୋକ ଦେଖିଥାନ୍ତି । ଲୋକ ନଟିଆ ର ନୂଆ କମେଡି ପାର୍ଟ ଦେଖିବା ପାଇଁ ଚାତକ ପରି ଅନେଇ ବସିଥାନ୍ତି । କିନ୍ତୁ ଏହି କମେଡି ର ପରଦା ପଛର ନାୟକ ହେଉଛନ୍ତି ନଟିଆ ର ସ୍ୱର ଦେଉଥିବା ସ୍ମୃତି ରଞ୍ଜନ …

ସ୍ମୃତି ରଞ୍ଜନ ଏହି ନଟିଆ କମେଡି ପାଇଁ ବହୁତ ହାଇଲାଇଟ ହୋଇଯାଇଛନ୍ତି ତାଙ୍କ ସ୍ୱର ରେ କିଛି ଗୀତ ବା ଷ୍ଟେଜ ସୋ ପାଇଁ ପାଖା ପାଖି ୧ ମାସ ର ସମୟ ପୂର୍ବରୁ ବୁକ କରିବାକୁ ପଡୁଛି । ଏହି କାରଣ ରୁ ସେ ମଧ୍ୟ ମୋଟା ଆକାର ର ଟଙ୍କା ନେଉଛନ୍ତି । ଷ୍ଟେଜ ସୋ ପାଇଁ ୨୦/୩୦ ହଜାର ଟଙ୍କା ନେଉଥିବା ବେଳେ ଗୀତ ରେ ୨୦/୩୦ ସେକେଣ୍ଡ ସ୍ୱର ଦେବା ପାଇଁ ୮/୧୦ ଟଙ୍କା ନେଉଛନ୍ତି ଯଦି ଆମର ଏହି ଖବର ଟି ଆପଣଙ୍କୁ ଭଲ ଲାଗିଥାଏ ତଳେ ଗୋଟିଏ ଲାଇକ ଓ ସେୟାର କରି ଦିଅନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *