ମହିଳା ଙ୍କୁ ବାରମ୍ବାର ଫେସବୁକ ରେ ପ୍ରେମ ନିବେଦେନ ପରେ ମହିଳା ମାଇଲେ ଭୟଙ୍କର ମାଡ ଭିଡ଼ିଓ ନିଆଁ ଭଳି ଭାଇରଲ

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମର ୱେବ ପୋର୍ଟାଲ ଓଡିଶା ଖବର ଆଜି ଆମେ ଦେଖେଇବୁ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଥିବା ଭିଡ଼ିଓ ଯେଉଁ ଭିଡ଼ିଓ ର କାହାଣୀ ହେଉଛି । ଗୋଟିଏ ବିବାହିତ ମହିଳା ଙ୍କୁ ଜଣେ ପୁରୁଷ ପ୍ରେମ ନିବେଦିନ ପାଇଁ ଭୟଙ୍କର ମାଡ ଖାଉଥିବାର ଦୁର୍ଷ୍ୟ ଆସନ୍ତୁ ଜାଣିବା ପୁରା ବିଷୟ ।

ସୋସିଆଲ ମିଡ଼ିଆ ର ଅପବ୍ୟବହାର ଦିନକୁ ଦିନ ବଢି ଚାଲିଥିବା ର ଦେଖିବାକୁ ମିଳୁଛି । ସୋସିଆଲ ମିଡ଼ିଆ ଆମେ ସାଧାରଣ ତ ସମୟ ଅତିବାହିତ କରିବା ପାଇଁ କରିଥାଉ କିନ୍ତୁ ଏହାର ଅପବ୍ୟବହାର କାରୀଙ୍କ ହାବୁଡ଼ରେ ପଡିଗଲେ ଆମର ବିଭିନ୍ନ ପ୍ରକାର ର ଲୁଟ ବା ବ୍ଲକମେଲ ଓ ମାନସିକ ନିର୍ଯାତନା ଭଳି ଦେଇଥାନ୍ତି । ଏ ଘଟଣା ଟା ଘଟିଛି ଭଦ୍ରକ ସହର ରେ ଏହି ଭିଡ଼ିଓ ରେ ମାଡ଼ ଖାଉଥିବା ଯୁବକ ଜଣକ ଏହି ଜିନ୍ସ ନାଲି ଗଞ୍ଜି ପିନ୍ଧଥିବା ମହିଳା ଙ୍କୁ

ଭିଡ଼ିଓ ଦେଖିବା ପାଇଁ ତଳ ଲିଙ୍କ ରେ କ୍ଲିକ କର  –

https://www.facebook.com/knewsodisha/videos/441168010179083/

ବାରମ୍ବାର ଫେସବୁକ ରେ ପ୍ରେମ ନିବେଦିନ ଓ ମାନସିକ ହାରସ ଭଳି କାମ କରୁଥିଲେ । ବହୁତ ଦିନ ସହିଲା ପରେ ଏହି ମହିଳା ଜଣଙ୍କ ନିଜ ବାପ ଘର ଲୋକଙ୍କୁ ଏ ବିଷୟ ରେ ଜଣାଇଥିଲେ । ଏହାପରେ ମହିଳା ଭାଇ ଦୁଇ ଜଣ ସେଇ ଯୁବକ କୁ ଡକାଇ ତାକୁ ଭଦ୍ରକ ରେ ନିସ୍ତୁକ ମାଡ଼ ଦେଲେ ଏହି ଭିଡ଼ିଓ ରେ ଦେଖିବାକୁ ମିଳିଛି ଯେ ସେ ମହିଳା ଜଣେ ମଧ୍ୟ ବିଧା ଗୋଇଠା ମାରିଛନ୍ତି । ଠିକ କିଛି ସମୟ ପରେ ଯୁବକ ୨ ଜଣଙ୍କୁ ଗିରଫ କରିଛି ପୁଲିସ ଉଭୟ ଦୁଇ ପଟରୁ FIR ଦିଆଯାଇଛି ପୋଲିସ ଇଂଭେସ୍ଟିଗସନ କରୁଥିବା ର ମିଡ଼ିଆ ରେ କହିଛି । ଦୟାକରି ଏପରି ସୋସିଆଲ ମିଡ଼ିଆ ର ବ୍ୟବହାର କରନାହିଁ । ଖବର ଟି ଭଲ ଲାଗିଥିଲେ ତଳେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *