ଭୁଲ ରେ ବି ଏହି ଜିନିଷ ନିଜ ଧର୍ମ ପତ୍ନୀ ଙ୍କୁ ପିନ୍ଧିବାକୁ ଦିଅ ନାହିଁ ନହେଲେ ସ୍ୱାମୀ ହେବ କାଙ୍ଗାଳ

 

ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ। ଆଜି ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆପଣ ମାନ ଙ୍କୁ ଜଣାଇ ବାକୁ ଯାଉଛୁ ଯେ କିପରି ନାରୀ ମାନେ ସେମାନଙ୍କ ସ୍ୱାମୀ କାଙ୍ଗାଲ ହେବାରୁ ରକ୍ଷା କରି ପାରିବେ ।ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ହଁ ଆଜ୍ଞା ସ୍ୱାମୀ ସ୍ତ୍ରୀ ର ସମ୍ପର୍କ କୁହାଯାଏ କି ଭଗବାନ ନିର୍ମିତ କରିଥାନ୍ତି । 

ଯାହା ସ୍ୱର୍ଗ ରେ ନିର୍ମିତ ହୋଇଥାଏ । ଯାହା ୭ ଜନ୍ମ ଧରି ଚାଲିଥାଏ । ସ୍ତ୍ରୀ ର ଅବଦାନ ବହୁବାର ଆମେ ପୁରାଣ ରେ ଦେଖିଆସିଛନ୍ତି । ଯେପରିକି ମାତା ସତୀ ନିଜ ସ୍ୱାମୀ ଙ୍କୁ ଧର୍ମ ରାଜ ଯମ ଠାରୁ ଛଡାଇ ଆଣିଥିଲେ । ହଁ ସେହି ଭଳି ମାତା ସୀତା  ହୁଅନ୍ତୁ ମାତା ଦ୍ରୋପଡି ହୁଅନ୍ତୁ ତାଙ୍କର ବଳିଦାନ ସବୁ ସମୟରେ ଚିର ସ୍ମରଣୀୟ । କିନ୍ତୁ କଲି ଯୁଗ ରେ ନାରୀ ମାନଙ୍କ ର ପରିବର୍ତ୍ତନ ସତେ ଯେପରି ନାରୀ ସମାଜ କୁ କଳୁଷିତ କରିଦଉଛି । 

କିନ୍ତୁ ସେମାନଙ୍କ ମଧ୍ୟରେ ବି ଧର୍ମ ସତ୍ୟ ପାଳନ କରୁଥିବା ବହୁ ନାରୀ ଏବେବି ଅଛନ୍ତି । ବିଶେଷ କରି ସେମାନ ଙ୍କୁ ସହର ଅପେକ୍ଷା ଗ୍ରାମ ରେ ଖୋଜିଲେ ପାଇଯିବେ । ଯେଉଁ ମାନେ ପାଟି ଧର୍ମ ସଦା ସର୍ବଦା ପାଳନ କରନ୍ତି । ତେବେ ଆସନ୍ତୁ ଜାଣିବା ବିବାହିତ ନାରୀ କେଉଁ ୪ ଜିନିଷ ପିନ୍ଧିବା ଅନୁଚିତ । ସେହି ୪ ଟି ଜିନିଷ ହେଲା ପ୍ରଥମ ଟି ପାଉଁଜି ଓ କଙ୍କଣ, ଦ୍ୱିତୀୟ ରେ ଧଳା ଶାଢ଼ୀ ତୃତୀୟ ରେ ନାଲି ବଦଳରେ ଅନ୍ୟ ରଙ୍ଗ ର ସିନ୍ଦୁର ଏବଂ ଚର୍ତୁଥ ରେ ବେକ ରେ ମଂଗଳ ସୂତ୍ର ପିନ୍ଧିବା ବଦଳ ରେ ହାତ ରେ ପିନ୍ଧିବା । ଆଦି ସବୁ କାର୍ଯ୍ୟ କଲେ ମା ଲଷ୍ମୀ ରାଗିବା ସହ ଆପଣ ମାନେ କୋପ ର ଶିକାର ହୋଇଥାନ୍ତି । ଯାହା ଆପଣ ଙ୍କ ର ସ୍ଵମୀ ଙ୍କ ଉପ ରେ ପଡିଥାଏ ।

ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି  ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ।

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *