ବିବାଦୀୟ ରାନୀ ପଣ୍ଡା ଏବେ ଫୁଣି ହେଲେ ହାଇଲାଇଟ

ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ। ଆଜି ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆପଣ ମାନ ଙ୍କୁ ଜଣାଇ ବାକୁ ଯାଉଛି ଯେ କିପରି ଯାତ୍ରା ଜଗତର ମହାନ କଳାକାର ପିପିଲି ରେ ଓଲିଉଡ ର ମହାନ କଳାକାର ମାନଙ୍କୁ ପଛରେ ପକାଇ ଏବେ ଷ୍ଟାର ପ୍ରଚାରକ ଭାବରେ ସବା ଗ୍ରେ ଅଛନ୍ତି ।ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

ଆଗାମୀ ଦିନ ରେ ବାଲେଶ୍ଵର ସଦର ରେ ହେବାକୁ ଯାଉଛି ବାଇ ଇଲେକ୍ସନ । ଯେଉଁଥିରେ ବେଣୁ ମଉସା ଙ୍କୁ ସାହାଯ୍ୟ ର ହାତ ବଢ଼ାଇ ଛନ୍ତି ଯାତ୍ରା ଜଗତ ର ସୁପରିଚିତ କଳାକାର ରାଣୀ ପଣ୍ଡା । ରାଣୀ ପଣ୍ଡା ନିଜ ନାମ ଓ କାର୍ଯ୍ୟ ପାଇଁ ବହୁବାର ସମାଲୋଚିତ ହୋଇ ଆସୁଥିଲେ । କିନ୍ତୁ କରନା ଭଳି ମହାମାରୀ ସମୟ ରେ ତାଙ୍କ ର ଲୋକ ମାନଙ୍କ ପ୍ରତି ଥିବା ଭଲ ପାଇବା ଜଣ ପଡିଥିଲା ପରବର୍ତ୍ତୀ ସମୟ ରୁ ସେ ଲୋକ ପ୍ରିୟ ହୋଇଥିଲେ ।

 

 ତାଙ୍କ କାମ ସମସ୍ତ ଜଣ ହିତ କର ଥିଲା । ଲୋକ ମାନଙ୍କୁ ବହୁ ଅସୁବିଧା ସମୟ ରେ ସେ ଯାଇ ତାଙ୍କ ପାଖରେ ଠିଆ ହୋଇଥିଲେ । ସେଥିପାଇଁ ତ ବର୍ତ୍ତମାନ ତାଙ୍କ ନିଉଜ ଟିଭି ମାନଙ୍କରେ ଏକ ଚର୍ଚ୍ଚା ସାଉଁଟିଛି । ଓ ତାଙ୍କ ନିଉଜ ଟିଭି  ରେ ଚାଲି ଲା ମାନେ ଟିଭି ଚାନେଲ ମାନଙ୍କ ର ଟି,ଆର,ପି ମନ କୁ ମନ ବଢିବା ରେ ଲାଗିଛି । ସେଥିପାଇଁ ତ ସେ କହିଛନ୍ତି କି ପ୍ରଦୀପ ମହାରଥୀ ଙ୍କ ଗଲା ପରେ ପିପିଲି ରେ ହେବାକୁ ଯାଉଥିବା ବାଇ ଇଲେକ୍ସନ ରେ ସେ ପ୍ରଦୀପ ମହାରଥୀ ଙ୍କ ପରିବାର ରୁ ଯିଏ ଠିଆ ହେବ ତା ପାଇଁ ସେ ପ୍ରଚାର କରିବେ । ଏହି କଥା ରୁ ଯାହା ଜଣାପଡିଛି ବିଜେଡି ର ଷ୍ଟାର ପ୍ରଚାର କ ମଧ୍ୟ ରେ ଏଥର ରାଣୀ ପଣ୍ଡା ରହିବାର ଜଣା ପଡ଼ିଛି ।

ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି  ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *