ସ୍ୱାମୀ ର ଏହି ଜିନିଷ ସ୍ତ୍ରୀ କେବେହେଲେ ଧରେ ନାହିଁ ଆସନ୍ତୁ ଜାଣିବା କଣ ଏହି ଜିନିଷ ଓ କାହିଁକି ଏମିତି ହୁଏ

 

ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ । ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ। ଆଜି ଏହି ପୋଷ୍ଟ ମାଧ୍ୟମ ରେ । ଆମେ ଆପଣ ମାନ ଙ୍କୁ ଜଣାଇ ବାକୁ ଯାଉଛୁ । ଯେ ସ୍ୱାମୀ ର ଏହି ଜିନିଷ ସ୍ତ୍ରୀ ଧରିଲେ ସ୍ୱାମୀ ଅବସ୍ଥା ଏପରି ହୋଇଥାଏ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

କୁହାଯାଏ ଯେ ସ୍ୱାମୀ ସ୍ତ୍ରୀ ର ସମ୍ପର୍କ ସତେ ୭ ଜନ୍ମ ର ବନ୍ଧନ ବୋଲି । କାରଣ ୭ ଜନ୍ମ ର ସାଥି ସ୍ୱାମୀ ଅଟନ୍ତି । ସେମାନ ଙ୍କ ପ୍ରତି ଭଲ ପାଇବା ସ୍ତ୍ରୀ ର ପ୍ରଥମ କର୍ତ୍ତବ୍ୟ । ସ୍ତ୍ରୀ ନିଜ ର ପ୍ରାଣ ଠାରୁ ବି ଅଧିକ ନଇଁ ସ୍ୱାମୀ କୁ ଭଲପାଇବା କଥା । ତାଙ୍କ ର ସୁଖ ଦୁଃଖ ସବୁ ସମୟ ରେ ସ୍ତ୍ରୀ ସର୍ବ ପ୍ରଥମେ ଥାଏ । କାରଣ ସେ ନିଜ ସ୍ୱାମୀ ର ଅର୍ଧଗିନୀ ଅଟନ୍ତି । ତାଙ୍କ ଜୀବନ ରେ ଘଟୁଥିବା ସବୁ ଭଲ ମନ୍ଦ ସୁଖ ଦୁଃଖ ସ୍ତ୍ରୀ ଠାରୁ ଆରମ୍ଭ ହୋଇଥାଏ । ସ୍ତ୍ରୀ ଠାରେ ମଧ୍ୟ ଶେଷ ହୋଇଥାଏ ।

 

 କାରଣ ତାଙ୍କ ଜୀବନ ର ଆରମ୍ଭ ଓ ଶେଷ ସ୍ୱାମୀ ପାଖ ରେ ହୋଇଥାଏ । ସେଥିପାଇଁ ତ ସ୍ତ୍ରୀ ମାନଙ୍କ ପାଇଁ ସ୍ୱାମୀ ସବୁବେଳେ ଶିବ ଏବଂ ପୂଜନୀୟ । ସେଥିପାଇଁ ତ ସେମାନେ କୁମାର ପୂର୍ଣ୍ଣିମା ଠାରୁ ଆରମ୍ଭ କରି ଯମ ଓଷା ଓ ବିଭିନ୍ନ ଓଷା ବ୍ରତ କରିଥାନ୍ତି । ସେଥିପାଇଁ ତ ସବୁ ସ୍ତ୍ରୀ ମାନେ କେବେ ନିଜ ସ୍ଵମୀ ର ନାମ ଧରିବା କଥା ନୁହଁ । କାରଣ ନିଜ ସ୍ଵମୀ କୌଣସି ଶିବ ଙ୍କ ଠାରୁ କମ ନୁହଁ । ସେଥିପାଇଁ ତାଙ୍କ ନାଁ କେବେ ଧରିବା କଥା ନୁହେଁ ।

 

ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି  ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *