ଆସନ୍ତୁ ଜାଣିବାଆପଣଙ୍କ ସ୍ତ୍ରୀ/ପ୍ରେମିକା କୁ କେତେ ସମୟ ସେକ୍ସ କଲେ ଚରମ ତୃପ୍ତି ହୁଅନ୍ତି । ଆସନ୍ତୁ ଜାଣିବା

 

ନମସ୍କାର ବନ୍ଧୁ ଗଣ ଆପଣ ମାନବଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ। ଆଜି ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆପଣ ମାନ ଙ୍କୁ ଜଣାଇ ବାକୁ ଯାଉଛୁ ଯେ କେତେ ସମୟ ପର୍ଯ୍ୟନ୍ତ ଆପଣ ଆପଣଙ୍କ ପତ୍ନୀ ଙ୍କୁ ସେକ୍ସ କରିବା ଦରକାର । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ଜଣେ ପତ୍ନୀ ର ଇଚ୍ଛା ସବୁବେଳେ ରହିଥାଏ କି କିପରି ତାର ସ୍ୱାମୀ ତାକୁ ଚରମ ସୁଖ ଦେଇ ପାରିବ । 

ତାର ମନର କଥା ବୁଝି ପାରିବ କିପରି ରାତି ରେ ତାକୁ ଦିନ ଯାକ ର କଷ୍ଟ କୁ ଭୁଲେଇ ତା ସହ ଭଲ ଭାବରେ ସେକ୍ସ କରି ତାର ଆତ୍ମା ତୃପ୍ତି କରି ପାରିବ । ତେବେ ଆପଣ ଙ୍କ ର ସ୍ତ୍ରୀ ଅନ୍ୟ କାହା ସହ ସମ୍ପର୍କ ରଖିବା ଆରମ୍ଭ କରିଦବ । ସେଥିପାଇଁ ତ ଆମେରିକା ରେ ୪୦୦୦ ପୁରୁଷ ମହିଳା ମାନଙ୍କ ନେଇ ଏକ ସର୍ଭେ କରାଯାଇଥିଲା ।  ଯେଉଁଥିରେ ୨୦୦୦ ପୁରୁଷ ଏବଂ ୨୦୦୦ ମହିଳା ଯୋଗ ଦେଇ ଥିଲେ । ଏବଂ ସେମାନଙ୍କ ର ବୟସ ୧୮- ୩୫ ବର୍ଷ ମଧ୍ୟ ରେ ରହିଥିଲା । 

 

ଗବେଷନା ଟି ଏପରି ଥିଲା କି ଜଣେ ପୁରୁଷ କିମ୍ବା ଜଣେ ମହିଳା କେତେ ସମୟ ପର୍ଯ୍ୟନ୍ତ ସେକ୍ସ କଲେ ସେମାନ ଙ୍କ ର ଆତ୍ମା ଚରମ ଶାନ୍ତି ପାଇଥାଏ । ଗବେଷକ ମାନେ ଗବେଷଣା ପରେ ଏହି ସିଢାନ୍ତ ରେ ଉପନୀତ ହେଲେ ଯେ । ଜଣେ ମହିଲା ୩୦/୪୦ ମିନିଟ ପର୍ଯ୍ୟନ୍ତ ସେକ୍ସ କଲେ ଚରମ ସୁଖ ପାଇଉଥିଲା ବେଳେ । ଜଣେ ପୁରୁଷ ୧୫/୨୦ ମିନିଟ ପର୍ଯ୍ୟନ୍ତ ସେକ୍ସ କଲେ ଚରମ ସୁଖ ପାଇଥାଏ ।

ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି  ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *