ଧୋନି ଙ୍କୁ ଭଲ ପାଉଥିବା ଭାରତୀୟ ଦୁଇ ଖେଳାଳି

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡିଶା ଖବର ପୋର୍ଟାଲ କୁ ଆଜି ଆମେ କହିବାକୁ ଯାଉଛୁ ଧୋନି ଙ୍କୁ ଭାରତୀୟ ଦଳରେ ଭଲ ପାଉଥିବା ଦୁଇଟି ଖେଳାଳି …..

ଧୋନି ଭାରତୀୟ କ୍ରିକେଟ ର ଅନ୍ୟତମ କିମ୍ବଦନ୍ତୀ ଯଦି ଦେଖାଯିବ ସଚିନ ଙ୍କ ପରେ ସବୁଠୁ ଲୋକ ପ୍ରିୟ ଖେଳାଳି ଧୋନି ଏବେ ମଧ୍ୟ ତାଙ୍କୁ ଭଲ ପାଉଥିବା ଲୋକ ଙ୍କ ସଂଖ୍ୟା କମିନାହିଁ । କାହିଁକି ବା କମିବ ସେ ଅଧିନାୟକ ରୂପରେ ଯାହା କରିଛନ୍ତି କୌଣସି ଅଧିନାୟକ କରି ପାରିନାହାନ୍ତି । ରିକି ପାଣ୍ଟିଙ୍ଗ ମଧ୍ୟ କିଛି ଦିନ ତଳେ ଧୋନି ଙ୍କୁ ତାଙ୍କ ନିଜ ଠାରୁ ଭଲ ଅଧିନାୟକ ରୂପରେ ସ୍ୱୀକାର କରିଛନ୍ତି । ଆସନ୍ତୁ ଯିବା ମୁଖ୍ୟ ବିଷୟ ବସ୍ତୁ ଉପରେ …

ଧୋନି ଙ୍କୁ ଭାରତୀୟ ଦଳରେ ସମସ୍ତ ଖେଳାଳି ଭଲ ପାଇଥାନ୍ତି । ବିରାଟ କୋହଲି ହୁଅନ୍ତୁ ବା ରୋହିତ ଶର୍ମା ଏମାନଙ୍କ ସଫଳତା ପଛରେ ଧୋନୀଙ୍କ ହାତ ରହିଛି । କିନ୍ତୁ ଆମେ ଯୋଉ ୨ଇ ଖେଳାଳି ଙ୍କ କଥା କହୁଚୁ ସେ ବିରାଟ କି ରୋହିତ ନୁହନ୍ତି । ସେମାନ ହେଉଛନ୍ତି ପାଣ୍ଡିଆ ଭାଇ ହାର୍ଦିକ ପାଣ୍ଡିଆ କ୍ରୁନଲ ପାଣ୍ଡିଆ ଏହି ଦୁଇ ଭାଇ ଧୋନି ଙ୍କୁ ସବୁଠୁ ଅଧିକ ଭଲ ପାଇଥାନ୍ତି । ଆଇପିଏଲ ମଝିରେ ଧୋନି ଙ୍କ ଜର୍ସି ନେଇ ସେମାନେ ଦୁଇ ଭାଇ ଚର୍ଚା କୁ ଆସିଥିଲେ । ଯେତେବେଲେ ପୁରା ଦେଶରେ ଲକ ଡ଼ାଉନ ଚାଲିଥିଲା ସେତେବେଳେ ଧୋନି ଙ୍କ ଜନ୍ମ ଦିନରେ ସେ ମୁମ୍ବଇ ରୁ ରଞ୍ଚି ପହଂଚି ଥିଲେ ଏପରି ବହୁତ କିଛି ଉଦାହରଣ ଅଛି ।

ଧୋନି ଙ୍କୁ ଭଲ ପାଉଥିବା ଖେଳାଳି ମାନେ – ସୁରେଶ ରାଇନା, ଜାଡେଜା, ଅଶ୍ୱନି, ପାଣ୍ଡ୍ୟା ଦୁଇ ଭାଇ , ରୋହିତ, ଚହଲ, କୂଳଦୀପ, ଓ ଅନ୍ୟ ମାନେ

Leave a Reply

Your email address will not be published. Required fields are marked *