ରୋହିତ ଙ୍କୁ ଦଳରୁ ବାଦ ଦବାର କାରଣ ! ଆହତ ନା ଆଉ କିଛି ଜାଣନ୍ତୁ ! ବିରାଟ କୋହଲି…

ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ । ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ। ଆଜି ଏହି ପୋଷ୍ଟ ମାଧ୍ୟମ ରେ । ଆମେ ଆପଣ ମାନ ଙ୍କୁ ଜଣାଇ ବାକୁ ଯାଉଛୁ ଯେ ଅଷ୍ଟ୍ରେଲିଆ ବିପକ୍ଷ ରେ ହେବାକୁ ଥିବା ମ୍ୟାଚ ରେ ଭାରତ ର କେଉଁ କେଉଁ ଖେଳାଳି ସ୍ଥାନ ପାଇବେ । ଏହି ତାଲିକାରୁ ରୋହିତ ଙ୍କୁ ସମସ୍ତ ଫର୍ମାଟ ରୁ ବାଦ ଦିଆଯାଇଛି । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ବର୍ତ୍ତମାନ IPL ର ଖେଳ ଚାଲୁଥିବା ସମୟ ରେ ଅଷ୍ଟ୍ରେଲିଆ ଗସ୍ତ ରେ ଥିବା ଭାରତୀୟ ଦଳ ର ନାମ ଘୋଷଣା କରାଯାଇଛି

 ବର୍ତ୍ତମାନ ର କୋଭିଡ ଗାଇଡ୍ ଲାଇନ କୁ ଅନୁସାରଣ କରି ହେବାକୁ ଯାଉଥିବା ଅଷ୍ଟ୍ରେଲିଆ ଗସ୍ତ ରେ ବିରାଟ କୋହଲି ଅଧ୍ୟକ୍ଷ ତା ରେ ସମସ୍ତ ମ୍ୟାଚ ଖେଳାଯିବ । ବିରାଟ ବାହିନୀ ୨୦୧୮- ୨୦୧୯ ରେ ଅଷ୍ଟ୍ରେଲିଆ ବିପକ୍ଷ ରେ ହାତେଇ ଥିବା ମଡ଼ର୍ଣ୍ଣ ଗାଭାସ୍କର ଟ୍ରଫି କୁ ପୁନର୍ବାର ହାତେଇ ବା ପାଇଁ ପ୍ରୟାସ କରିଥିବା ବେଳେ ନିଜ ଦଳ ର ନାମ ଘୋଷଣା କରାଯାଇଛି । ଏହି ଗ୍ରସ୍ତ ରେ ଭାରତୀୟ ଦଳ ୪ ଟି ଟେଷ୍ଟ ୩ ଟି ଏକ ଦିବାସୀୟ ଏବଂ ୧ ଟି ଟି- ଟ୍ୱେଣ୍ଟି ମ୍ୟାଚ ଖେଳିବା ର ଅଛି । ତେବେ ଆସନ୍ତୁ ଜାଣିବା କିଏ କିଏ ଏଥିରେ ସ୍ଥାନ ପାଇଛନ୍ତି । ଏହି ଦଳରେ ରୋହିତ ଙ୍କୁ ବାଦ ଦିଆଯାଇଛି । କୁହା ଯାଉଛି ଯେ ସେ ଆହତ କାରଣ ରୁ ଖେଳିବେନି କିନ୍ତୁ ବାକି ଥିବା ମ୍ୟାଚ ଗୁଡିକରେ ମୁମ୍ବଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିବେ । ଦଳରୁ ବାଦ ଦିଆ ଯିବାର କାରଣ କିଛି ଅଲଗା । କିନ୍ତୁ ଏହାର ସଠିକ ଖୁଲାସା ଏପର୍ୟ୍ଯନ୍ତ ହୋଇ ପାରିନାହିଁ । କିନ୍ତୁ ଏହା ସ୍ପଷ୍ଟ ଯେ ତାଙ୍କୁ ଆହତ କାରଣରୁ ବାଦ ପଡିନାହାନ୍ତି ।

ଟେଷ୍ଟ ଦଳ ପାଇଁ –
୧- ବିରାଟ କୋହଲି ( କ୍ୟାପଟେନ )
୨- ମୟଙ୍କ ଅଗ୍ରୱାଲ
୩- ପୃଥୀ ସ
୪- ଲୋକେଶ ରାହୁଲ
୫- ହନୁମାନ ବିହାରୀ
୬- ଆଜିଙ୍କେ ରହନେ
୭- ଶୁଭମନ ଗିଲ
୮- ଚିତେଶ୍ୱର ପୂଜାରା
୯- ରିସବ ପନ୍ତ
୧୦- ଯଶପ୍ରୀତ ବୁମହରା
୧୧- ମହମ୍ମଦ ସାମୀ
୧୨- ଋଦ୍ଧିମନ ସାହା
୧୩- ଉମେଶ ଯାଦବ
୧୪- ରବୀନ୍ଦ୍ର ଜାଡେଜା
୧୫- ନବଦୀପ ସାମୀ
୧୬- କୂଳଦୀପ ଜାଦବ
୧୭- ରବି ଚନ୍ଦ୍ର ଅଶ୍ୱିନୀ
୧୮- ମହମ୍ମଦ ସିରାଜ
ସେହିପରି ଦିନିକିଆ ଟିମ ପାଇଁ ଘୋଷାନା କରଜାଇଥିବା ନାଁ ଗୁଡିକ ହେଲା ।
ଦିନିକିଆ ଦଳ –
ଙ୍କ ନାମ ରହିଥିଲା ବେଳେ ଟି ଟ୍ୱେଣ୍ଟି ପାଇଁ
ଟି-ଟ୍ୱେଣ୍ଟି –
୧- ବିରାଟ କୋହଲି ( କ୍ୟାପଟେନ )
୨- ଶିଖର ଧାୱନ
୩- ମୟଙ୍କ ଅଗ୍ରୱାଲ
୪- ଲୋକେଶ ରାହୁଲ
୫- ହାରଦିକ ପାଣ୍ଡିଆ
୬- ଆଜିଙ୍କେ ରହନେ
୭- ମନୀଷ ପାଣ୍ଡେ
୮- ଯୁଜୁବେନ୍ଦ୍ର ଚହଲ
୯- ବରୁଣ ଚକ୍ରବର୍ତ୍ତୀ
୧୦- ଯଶପ୍ରୀତ ବୁମହରା
୧୧- ମହମ୍ମଦ ସାମୀ
୧୨- ସଂଜୁ ସାମସନ
୧୪- ୱସିଙ୍ଗଟନ ସୁନ୍ଦର
୧୫- ରବୀନ୍ଦ୍ର ଜାଡେଜା
୧୬- ନବଦୀପ ସାମୀ
ଏହି ମାନଙ୍କ ନାମ ରହି ଅଛି ।

Leave a Reply

Your email address will not be published. Required fields are marked *