ପ୍ରେମିକ କଲା ପ୍ରେମିକକୁ ଗୋଡେଇ ଗୋଡେଇ ହତ୍ୟା । ଭାଇରଲ ହେଲା ଭିଡ଼ିଓ

ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ । ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ। ଆଜି ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆପଣ ମାନ ଙ୍କୁ ଜଣାଇ ବାକୁ ଯାଉଛୁ ଯେ କିପରି ଜଣେ ଯୁବକ ନିଜ ପ୍ରେମିକା ବାଳିକା କୁ ରାସ୍ତା ଉପରେ ଗୋଡ଼ାଇ ଗୋଡ଼ାଇ କରିଛନ୍ତି ହତ୍ୟା ।ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ହଁ ଆଜ୍ଞା କଥା ଟା ବିଶ୍ୱାସ ନହେଇ ପାରୁଥିଲେ ବି ସତ୍ୟ । 

କାରଣ ଆପଣ ବିଶ୍ୱାସ କରି ପାରୁନଥିବେ କି ଜଣେ ପ୍ରେମିକ ନିଜ ପ୍ରେମିକା କୁ ଏପରି ଗୋଡ଼ାଇ ଗୋଡ଼ାଇ ହତ୍ୟା କରିପାରେ ବୋଲି । କଥା ଟା କିଛି ଏପରି ଥିଲା କି ଦିଲ୍ଲୀ ଠାରୁ ୬୩ କିମି ଦୁର ରେ ଥିବା ଏକ ସ୍ଥାନ ଫରିଦାବାଦ ର ଅଗ୍ରୱାଲ କାଲେଜ ସାମ୍ନା ରେ ଏପରି ନାର କୀୟ କାଣ୍ଡ ଘଟିଛି । ଯାହା ଆପଣ ଶୁଣିଲେ ଆପଣ ଙ୍କ ଛାତି ଥର ହର ହେଇଯିବ । କାରଣ କଥା ଟା ଥିଲା ଏଜ ସାଧାରଣ ଝିଅ ର । କାରଣ ସାଧାରଣ ଝିଅ ମାନେ ହିଁ ସବୁବେଳେ ଖରାପ ପ୍ରେମିକ ମାନଙ୍କ ର ଚକର ରେ ପଡି ନିଜ ଜୀବନ ଙ୍କୁ ବର୍ବାଦ କରିଦିଅନ୍ତି । 

 

ଝିଅ ଟି ର ନାମ ନିକିତା ସେ ଅଗ୍ରୱାଲ କଲେଜ ରେ +୩ ବିଜ୍ଞାନ ର ଛାତ୍ରୀ । ନିକିତା କୁ  ମୁସଲିମ ଜାତି ର ଏକ ପିଲା ତୌଭିକ ଭଲ ପାଉଥିଲା । ନିକିତା ତାକୁ ବାହା ହେବାକୁ ମନା କରିବାରୁ ପିଲା ତା କୁ ହଇରାଣ କରି ଆସୁଥିଲା କିନ୍ତୁ ୨୬ ତାରିଖ ଦିନ ସେ ନିଜ ନାର କୀୟ କାଣ୍ଡ ଘଟାଇ ଥିଲା । ସେ ସେଦିନ ନିଜ ସାଙ୍ଗ ମାନଙ୍କ ସହ ଆସି କଲେଜ ସାମ୍ନା ରେ ନିକିତା କି କିଡନାପ କରିବାକୁ ଚେଷ୍ଟା କରିଥିଲେ ସେ ନିଜ ଚେଷ୍ଟା ରେ ବିଫଳ ହେବାରୁ ସେହି ସ୍ଥାନ ରେ ନିକିତା କୁ ଗୁଳି କରି ଚାଲିଯାଇଥିଲେ ।ଯାହା ଫଳରେ ଦିଲ୍ଲୀ ମାହୋଲ ପୁରା ଗରମ ଥିଲା ରାସ୍ତା ଘାଟ ବନ୍ଦ ହେବା ସହ ଆନ୍ଦୋଳନ ଚାଲିଥିଲା ଯାହା ଫଳରେ ପୋଲିସ ଅଭିଯୁକ୍ତ କୁ ଗିରଫ କରିବା ସହ ଜେଲ ପଠାଇଛି ।ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି  ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ।

 

ଧନ୍ୟବାଦ !!

Leave a Reply

Your email address will not be published. Required fields are marked *