ପାକିସ୍ତାନ ରେ ଭୟଙ୍କର ବିସ୍ପୋରଣ… ମରିଗଲେ

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ର ଓଡିଶା ଖବର ପୋର୍ଟାଲ କୁ । ଆଜି ପାକିସ୍ତାନ ରେ ବୋମା ବିସ୍ପୋରଣ ହେଇଚି ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ଟି ।

ପାକିସ୍ତାନର ପେଶାୱରରେ ବିସ୍ଫୋରଣ ହୋଇଛି । ୭ ଜଣ ଲୋକଙ୍କ ମୃତ୍ୟୁ ୭୦ଜଣ ଆହତ ଆହତ ହୋଇଛି ବୋଲି ଖବର ମିଳିଛି । ଆଜି ସକାଳେ ଏହି ବିସ୍ପୋରଣ ଘଟିଛି ।  ବରିଷ୍ଠ ପୁଲିସ୍ ସୁପରିଣ୍ଟେଣ୍ଡେଣ୍ଟ ( ଅପରେସନ) ମନସୁର ଅମନ ଏହା ସ୍ପଷ୍ଟ କରିଥିବା ଡନ୍‌ ରିପୋର୍ଟ କହିଛି । ଦିର କଲୋନୀର କୋହାର୍ଟ ରୋଡ୍‌ ର ପେଶାୱରର ମାଦ୍ରାସା ରେ ଏହି ବିସ୍ପୋରଣ ହେଇଛି । ସମସ୍ତ ଆହତ ମାନଙ୍କୁ  ପେଶାୱରରେ ଥିବା  ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମାଦ୍ରାସାରେ କିଛି ଅଚିହ୍ନା ଲୋକ ଯେତେବେଳେ ପ୍ଲାଷ୍ଟିକ୍‌ ବ୍ୟାଗ୍‌ରେ  ବିସ୍ଫୋରକକୁ ରଖୁଥିଲେ ସେତେବେଳେ ଏହି ବିସ୍ଫୋରଣ ହୋଇଥିଲା ବୋଲି ପୁଲିସ୍‌ ଅଫିସର ସୂଚନା ଦେଇଛନ୍ତି । ବିସ୍ଫୋରଣ ହୋଇଥିବା ଜାଗା ରେ ଅପରେସନ ଚାଲିଛି । ସେହି ଅଂଚଳ କୁ ସମ୍ପୂର୍ଣ ରୂପେ ସିଲ କରି ଦିଆଯାଇଛି । ଏପର୍ୟ୍ଯନ୍ତ ବିସ୍ପୋରଣ ର ପ୍ରକୃତ କାରଣ ସୂଚନା ମିଳିନାହିଁ । ଯଦି ଆମର ଏହି ଖବର ଭଲ ଲାଗିଚି ତାହେଲେ ଏହାକୁ ଲାଇକ କରନ୍ତୁ ତଳେ ।

Leave a Reply

Your email address will not be published. Required fields are marked *