ଆପଣ ପିଉଛନ୍ତି କି ମଦ ଜାଣନ୍ତୁ ଥରେ ଏହି ବିଷୟରେ ନିହାତି ଜାଣିବା ଦରକାର …

ଆପଣ ପିଉଛନ୍ତି କି ମଦ ତାହେଲେ ନିଶ୍ଚୟ ପଢନ୍ତୁ ଏହି ଖବର

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଚୁ ଆମର ଓଡିଶା ଖବର ଅନଲାଇନ ପୋର୍ଟାଲ କୁ ଆଜି ଆମେ ଜାଣିବା ଆମେ ମଦ କେତେ ପରିମାଣର ପିଇବା ଓ ମାସକୁ /ସପ୍ତାହକୁ କେତେ ଥର ପିଇବା । ଆମର ଏହି ତଥ୍ୟ ମିଛ ନୁହଁ ଏହି ତଥ୍ୟ ଟି ଆମକୁ ମିଳିଛି ଟି ସିରିଜ ର ହେଲଥ ଆଉ ଫିଟନେସ ଚାନେଲ ରୁ (ଗୁରୁ ମାନ) ନିଜେ ଏହି ତଥ୍ୟ ଦେଇଛନ୍ତି । ଆପଣ ଚାହିଁଲେ ଏହାର ଭିଡ଼ିଓ ମଧ୍ୟ ଦେଖି ପାରିବେ ଇଉଟୁବ ରେ । ଆସନ୍ତୁ ଜାଣିବା ଏହି ତଥ୍ୟ ବିଷୟରେ…

ମଦ ଏମିତି ଏକ ଜିନିଷ ସାରା ବିଶ୍ୱ ବଜାର ରେ ଏହାର ଚାହିଦା ସବୁଠୁ ଆଗରେ । ମଦ ଆମ ଦେହ ପାଇଁ ଖରାପ ଜାଣିଲା ପରେ ମଧ୍ୟ ଆମେ ଏହାକୁ ଖୁସିରେ ପିଉଥାଉ । ମଦ ଠୁ ଦୁରେଇ ରୁହନ୍ତୁ ସବୁଠୁ ଭଲ ଆପଣଙ୍କ ଶରୀର ପାଇଁ । ଯେଉଁମାନେ ମଦ ପିଉନାହାନ୍ତି ଆମ ତରଫରୁ ବହୁତ ବହୁତ ଧନ୍ୟବାଦ । ମଦ ଗୋଟିଏ ଲୋକ ସପ୍ତାହକୁ ଗୋଟିଏ ଥର ପିଇ ପାରିବ । ବା ମାସକୁ ୪ ଥର ପିଇ ପାରିବ । ଆସନ୍ତୁ ଜାଣିବା କେତେ ପିଏ ପାରିବ ଜଣେ ଲୋକ …

ଗୋଟିଏ ଲୋକ ଯଦି ହାର୍ଡ ପିଏ ତାହେଲେ ୯୦ ଏମେଲ ପିଏପରିବା । ବିଅର ହେଲେ ୧୮୦ ଏମେଲ ପିଇ ପାରିବେ । ଯଦି ଆପଣ ମଦ ଏହି ପରିମାଣରେ ପିଇବେ ତାହେଲେ ଚଳିବ । ଏହି ପରିମାନରୁ ରୁ ଅଧିକ ହେଲେ ବହୁତ ଖରାପ ଆମ ଆଗାମୀ ଜୀବନ ପାଇଁ । ମଦ ଠୁ ଦୁରେଇ ସୁନ୍ଦର ଶରୀର କୁ ସୁସ୍ତ ରଖ । ଯଦି ଆମର ଏହି ଖବର ଭଲ ଲାଗିଚି ତାହେଲେ ତଳେ ଗୋଟିଏ ଲାଇକ କର |

Leave a Reply

Your email address will not be published. Required fields are marked *