ଧୋନି ତାଙ୍କ ଫ୍ୟାନ ଙ୍କ ଘର ଦେଖିଲା ପରେ ଭାବ ବିହୋଳ ହେଇ କହିଦେଲେ ଏତେ ବଡ କଥା

ନମସ୍କାର ବନ୍ଧୁଗଣ ଆମେ ଆପଣଙ୍କୁ ସ୍ୱାଗତ କରୁଚୁ ଆମର ଓଡିଶା ଖବର ପୋର୍ଟାଲ । ଆଜି ଆମେ କହିବାକୁ ଯାଉଛୁ କିଛିଦିନ ତଳେ ଧୋନି ଙ୍କ ଫ୍ୟାନ ଙ୍କ ଘର ସୋସିଆଲ ମିଡ଼ିଆ ରେ ବହୁତ ଭାଇରଲ ହୋଇଥିଲା ଏହାକୁ ଧୋନି ଇଂସ୍ଟଗ୍ରାମ ରେ ଦେଖିବା ପରେ କଣ କହିଲେ ଭାବ ବିହୋଳ ହୋଇ ଆସନ୍ତୁ ଜାଣିବା ।

ଧୋନି ଭାରତ କ୍ରିକେଟ ର ଏକ ମହାନ ଖେଳାଳି ଯଦି ଦେଖିବାକୁ ଯିବା ବିଶ୍ୱ କ୍ରିକେଟ ତାଙ୍କ ଭଳି ଖେଳାଳି ଆଉ କେହି ନାହାନ୍ତି । ସେ ବିଶ୍ୱ ର ନ.୧ କ୍ୟାପଟେନ , କିପର ଓ ଫିନିସର । ଧୋନି ଭାରତ କୁ ଯାହା ଦେଇଛନ୍ତି ସେଭଳି ସଫଳତା ଆଉ କେଉଁ ଖେଳାଳି ଦେଇପାରିବେ କ୍ୟାପଟେନ ରୂପରେ ସେ ଆଶା ବହୁତ କମ । ଆସନ୍ତୁ ଯିବା ମୁଖ୍ୟ ବିଷୟ ଉପରେ ।

କିଛି ଦିନ ତଳେ ଧୋନି ଏକ ଫ୍ୟାନ ଘର ସୋସିଆଲ ମିଡ଼ିଆ ର ବହୁତ ଚର୍ଚ୍ଚା ହୋଇଥିଲା । ଏହି ଚର୍ଚ୍ଚା ହେବାର କାରଣ ଏହି ଘର ଟି ସମ୍ପୂର୍ଣ ହଳଦିଆ ରଙ୍ଗର ଦିଆ ହୋଇ ଧୋନି ଙ୍କ ବଡ ବଡ ଚିତ୍ର ଚେନ୍ନାଇ ସୁପର କିଙ୍ଗସ ର ଆଇକୋନ ଦିଆ ହୋଇଛି । ଧୋନି ଯେତେବେଳେ ଏହାକୁ ଇଂସ୍ଟଗ୍ରାମ ରେ ଦେଖିଲେ ଧୋନି କହିଲେ ଭାବ ବିହୋଳ ହୋଇ । ଏ ଫୋଟୋ ନୁହଁ ଏହା ମୋ ପାଇଁ ଓ ଚେନ୍ନାଇ ବହୁତ ବଡ଼ ଗର୍ବ ର ବିଷୟ । ଏହି ଫ୍ୟାନ ଜଣଙ୍କ ଖାଲି ମୋର ନୁହଁ ଚେନ୍ନାଇ ସୁପର କିଙ୍ଗସ ର ମଧ୍ୟ ବଡ ଫ୍ୟାନ । ସେ ମଧ୍ୟ ଏଭଳି କରିବା ଗୋଟେ ଛୋଟ କଥା ନୁହେଁ । ଇଂସ୍ଟଗ୍ରାମ କି ଫେସବୁକ ଷ୍ଟୋରୀ ନୁହେଁ ଦେଇ କାଟି ହବ । ଏହା ପାଇଁ ପୁରା ଘର ର ଅନୁମତି ଦରକାର । ସେ ଶେଷରେ ଏହି ଫ୍ୟାନ ଓ ତାଙ୍କର ସମସ୍ତ ଫ୍ୟାନ ମାନଙ୍କୁ ଏତେ ମାତ୍ର ରେ ଭଲ ପାଉଥିବାରୁ ସେ ବହୁତ ଖୁସି ଅଛନ୍ତି ।

Leave a Reply

Your email address will not be published. Required fields are marked *