ଆପଣ ଗ୍ୟାସ ବ୍ୟବହାର କରୁଥିଲେ ସମ୍ପୂର୍ଣ ପଢନ୍ତୁ …ନ ହେଲେ ପସ୍ତେଇବେ

 

ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ । ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଛୁ। ଆଜି ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆପଣ ମାନ ଙ୍କୁ ଜଣାଇ ବାକୁ ଯାଉଛୁ ଯେ ଆଗାମୀ ଦିନ ରେ ବଦଳୁଥିବା ଗ୍ୟାସ ଆଣିବାର ନିୟମ ବିଷୟ ରେ ।ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ଆଉ ଜାଣି ପାରି ବେ ସମ୍ପୂର୍ଣ୍ଣ ତଥ୍ୟ । ହଁ ଆଜ୍ଞା କଥା ଟା କିଛି ଏପରି କି ଆପଣ ମାନେ ଆଣୁଥିବା ଗ୍ୟାସ ର ଚୋରା ଚାଲାଣ ଜୋରଦାର ବଢ଼ିବା ରେ ଲାଗିଛି । 

ପ୍ରକୃତ ପ୍ରାପ୍ତ ଲୋକ ମାନେ ଗ୍ୟାସ  ନ ପାଇ ଚୋର ଟାଉଟର ମାନେ ସେମାନ ଙ୍କ ନାମ ରେ ଗ୍ୟାସ ଉଠାଇ ଗ୍ୟାସ କୁ ଚୋରା  ବ୍ୟାପାର କରୁଛନ୍ତି । ଯାହା ଫଳ ରେ  ଗରିବ ଦିନ ମଜୁରିଆ ଶ୍ରେଣୀ ର ଲୋକ ମାନେ ଯିଏ ପ୍ରକୃତ ରେ ଗ୍ୟାସ ପାଇବା ପାଇଁ ଯୋଗ୍ୟ ସେମାନେ ହିଁ ଗ୍ୟାସ ପାଉନାହାନ୍ତି । ସେଥିପାଇଁ 

ଭାରତ ସରକାର ଙ୍କ ଦ୍ୱାରା ଗ୍ୟାସ କଳା ବଜାରୀ ଅଟକାଇବା ପାଇଁ ଏଭଳି କିଛି ନୂଆ ନିୟମ ନଭେମ୍ବର ୧ ରୁ ଲାଗୁ କରୁ ଛନ୍ତି  । ଯଦି ଆପଣ  ଘରେ ବସି ସିଲିଣ୍ଡର ମଗାଉଛନ୍ତି ତ ଏହି ଖବର ଆପଣଙ୍କ ପାଇଁ ବହୁତ ଜରୁରୀ ।

କାରଣ  ସରକାର ଙ୍କ ନିୟମ ଅନୁସାରେ ଗ୍ୟାସ ବୁକିଙ୍ଗ ପାଇଁ ଏଥର OTP  ର ବ୍ୟବହାର କରାଯିବ । ଏହି ନୂଆ ସିଷ୍ଟମ କୁ  ଡିଏସିର ନାମ ଦିଆଯାଇଛି । ଅର୍ଥାତ୍‌ ଡେଲିଭରୀ ଅଥେଣ୍ଟିକେସନ କୋଡ୍‌। ଏବେ କେବଳ ବୁକିଂ କରି ଦେଲେ ସିଲିଣ୍ଡର ଡେଲିଭରୀ ହୋଇଯିବ ନାହିଁ । ଏହାସହ ଆପଣଙ୍କୁ ରେଜିଷ୍ଟର ମୋବାଇଲ୍‌ ନମ୍ୱର ରେ ଏକ କୋଡ୍‌ ପଠାଯିବ । ଏହି କୋଡ୍‌ କୁ ଯେବେ ଆପଣ ଡେଲିଭରୀ ମ୍ୟାନ୍‌ ଙ୍କୁ ଦେଖେଇବେ ସେତେବେଳେ ଡେଲିଭରୀ ହୋଇ ପାରିବ । ଯଦି କୌଣସି କଷ୍ଟମର ଡିଷ୍ଟ୍ରିବ୍ୟୁଟର ପାଖରେ ମୋବାଇଲ୍‌ ନମ୍ୱର ଅପଡେଟ୍‌  କରିନାହାନ୍ତି , ତ ଡେଲିଭରୀ ବୟଙ୍କ ପାଖରେ ଆପ୍‌ ଅଛି । ଯାହା ମାଧ୍ୟମ  ରେ ଆପଣ ରିୟଲ ଟାଇମ୍‌ ନମ୍ୱର ଅପଡେଟ୍‌ କରି ପାରିବେ । ଏହା ପରେ କୋଡ୍‌ ଜେନେରେଟ୍‌ କରି ପାରିବେ । 

ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି  ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *