ସପିଙ୍ଗ ମଲ ଭିତରକୁ ଚଡି ପିନ୍ଧି ଯାଇ ଯୁବକ କଲେ ହଙ୍ଗାମା ! ଭିଡ଼ିଓ ହେଲା ଭାଇରଲ ଦେଖନ୍ତୁ

ନମସ୍କାର ବନ୍ଧୁ ଗଣ । ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଛୁ । ଆଉ ମଧ୍ୟ ପ୍ରତିଦିନ ପରି ଆଜି ମଧ୍ୟ ଏକ ଆଶ୍ଚର୍ଯ୍ୟ ମୟ ବିଷୟ ରେ କଥା ହେବା । ଆଜି ଆମେ କଥା ହେବେ କି ଜଣେ ଯୁବକଅନ୍ତଃବସ୍ତ୍ର ପିନ୍ଧି ଷ୍ଟୋର୍‌କୁ ଯାଇଥିଲେ । ଏହି ବିଷୟରେ ସମ୍ପୂର୍ଣ୍ଣ ଜାଣିବା ପାଇଁ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ଆଉ ସମ୍ପୂର୍ଣ୍ଣ ଖବର ଜଣାନ୍ତୁ । 

 

ଚାଲନ୍ତୁ ଆରମ୍ଭ କରିବା ଆଜିର ଏହି ଖବର । ଆପଣ ମାନେ ଜାଣି ଥିବେ ଏବେ ବିଶ୍ଵ ରେ କରନା ର ସମୟ ଚାଲିଛି । ଆଉ ଏହି ସମୟ ରେ ସାରା ବିଶ୍ୱରେ ସବୁ ଦୋକାନ ଆଉ ବଜର ବନ୍ଦ ରହି ଅଛି । ଆଉ ୱେଲସ୍‌ ରେ ମଧ୍ୟ ସବୁ ଦୋକାନ ବଜାର ବନ୍ଦ ରହି ଅଛି । ଆଉ ମଧ୍ୟ ସୁପରମାର୍କେଟ ଗୁଡ଼ିକରେ ଲାଗିଛି ରୋକ୍‌ । ଏହି ଜିନିଷ କପଡ଼ା , ଜୋତା , ଖେଳନା ଓ ବେଡିଂ ଭଳି ଜିନିଷ ବିକ୍ରିକୁ ବ୍ୟାନ୍‌ କରା ହୋଇଛି । ସେହିପରି ଏହି ସମୟରେ ଯେଉଁ ମାନେ ଯଦି ୱେଲ୍ସରେ ବାସ କରୁ ଛନ୍ତି ସେହି ମାନଙ୍କୁ କୌଣସି ଦୋକାନ ବଜାର ସୁପରମାର୍କେଟ ଷ୍ଟୋରକୁ ଯିବାର ଅନୁମତି ଦିଆ ଯିବ ନାହିଁ ଏବଂ କପଡ଼ା ଖେଳନା କିଛି ବି କିଣି ପାରିବେ ନାହିଁ ।

 

ଏହି ସବୁ ନିୟମ କୁ ଦେଖି ଜଣେ ବ୍ୟକ୍ତି ବହୁତ ରାଗି ଯାଇଥିଲେ । ସେଥିପାଇଁ ସେହି ବ୍ୟକ୍ତି ଜଣକ ଚାହିଁଥିଲେ କି ଏହି ସବୁ ନିୟମ କୁ ଉଠାଇ ଦିଆ ଯାଉ । ସେଥିପାଇଁ ସେ ଅନ୍ତଃବସ୍ତ୍ର , ଜୋତା ଓ ସକ୍ସ ପିନ୍ଧି ଟେକ୍ସୋ ଷ୍ଟୋର ଭିତରକୁ ଜିନିଷ କିଣିବାକୁ ଯାଇଥିଲେ। ସେହି ସୁପରମାର୍କେଟରେ ରେ କିଛି ଭିଡ଼ିଓ ଭାଇରାଲ ହେଉଛି । ଏହି ଭିଡ଼ିଓ ଟିକୁ ସେହି ବ୍ୟକ୍ତିଙ୍କ ୩୮ ବର୍ଷିୟା ପତ୍ନୀ ଙ୍କ ଦ୍ୱାରା ସୁଟ୍‌ କରାଯାଇଥିଲା । ଆଉ ସୋସିଆଲ ମେଡିଆ ରେ ଛଡା ଯାଇଥିଲା ।

 

Leave a Reply

Your email address will not be published. Required fields are marked *