ଆଇ ଡ଼ି କାର୍ଡ ଦେଖାଇ ମାଗଣା ପାଇବେ ପିଆଜ

ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ  । ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ। ଆଜି ଏହି ପୋଷ୍ଟ ମାଧ୍ୟମ ରେ । ଆମେ ଆପଣ ମାନ ଙ୍କୁ ଜଣାଇ ବାକୁ ଯାଉଛୁ ଯେ । କିପରି ଆପଣ ଆକାଶ ଛୁଆଁ ପିଆଜ ଦର କୁ ଶସ୍ତା ରେ କିଣି ପରିବା । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ। ହଁ ଆଜ୍ଞା ବର୍ତ୍ତମାନ ର ମହା ମାରି କୋରାନା ସମୟ ରେ । ପିଆଜ ର ଦର ଆକାଶ ଛୁଆଁ ରହିଛି ।

ଲୋକ ମାନେ ସହଜ ରେ ଭୋକ ଓପାସ ରେ ଦିନ କଟୁଛନ୍ତି । ତଥାପି ଏହି ସମୟ ରେ ଆବଶ୍ୟକ ପାରିବା ସାମଗ୍ରୀ । ଯେପରି ପିଆଜ,ଆଳୁ ଭରି ଅଵଶ୍ୟକୀୟ ସାମଗ୍ରୀ ମାନଙ୍କ ର ଦର ଆକାଶ ଛୁଆଁ ରହିଛି ।କିନ୍ତୁ କିଛି ସ୍ଥାନ ରେ ତାଙ୍କ ସରକାର ନିଜ ଲୋକାଲ ମାର୍କେଟ ରେ ପିଆଜ ଆଳୁ ଭଳି ନିତ୍ୟ ଆବଶ୍ୟକୀୟ ଜିନିଷ ର ମୂଲ୍ୟ କମ କରିବା ସହ ଲୋକ ମାନଙ୍କୁ କିପରି ଶସ୍ତା ଓ ସହଜ ରେ ଏହି ଜିନିଷ ମିଳି ପାରିବ ତାହାର ଯୋଗାଡ଼ କରିଛନ୍ତି ।କଥାଟା ହେଉଛି ତେଲେଙ୍ଗାନା ର ତେଲେଙ୍ଗାନା ସରକାର ନିଜ ର ଲୋକ ମାନଙ୍କ ପାଇଁ ବହୁ ସୁବିଧା ସୁଯୋଗ କରି ଛନ୍ତି । 

 

ହଁ ଆଜ୍ଞା ଉପରୋକ୍ତ ତଥ୍ୟ ଟି ସମ୍ପୂର୍ଣ୍ଣ ସତ୍ୟ । ତେଲେଙ୍ଗାନା ର ସରକାର ନିଜ ର ଗରିବ ମୂଲିଆ ମଜୁରିଆ ଲୋକ ମାନଙ୍କ ପାଇଁ ପିଆଜ ର ଦର କରିଛନ୍ତି ଶସ୍ତା । ତେଲେଙ୍ଗାନା ର ରାଇତୁ ବଜାର ରେ ତେଲେଙ୍ଗାନା ର କ୍ଷୁଦ୍ର ଚାଷୀ ମାନେ ସିଧା ସଳଖ ଭାବେ ବିକ୍ରି କରିପାରିବେ ପିଆଜ ଯାହାର ଦର ମାତ୍ର ୩୫ ଟଙ୍କା ରଖାଯାଇଛି । ଯେଉଁ ଲୋକ ମାନେ ତେଲେଙ୍ଗାନା ର ସେମାନେ ନିଜ ଆଇ,ଡ଼ି କାର୍ଡ ନେଇ ସେଠାକାର ଦୋକାନୀ ମାନଙ୍କୁ ଦେଖାଇବେ ସେମାନେ ଅଳ୍ପ ଟଙ୍କାରେ ପିଆଜ ଦେବେ । ଜଣକା ୨ କେଜି ରୁ ଅଧିକ ପିଆଜ ଦିଆ ଯାଉ ନାହିଁ । ଯେତେବେଳେ ପିଆଜ ର ମୂଲ୍ୟ ୧୦୦ ଟଙ୍କା ସେହି ପିଆଜ ଯେତେବେଳ ୩୫ ଟଙ୍କାରେ ମିଳୁଛି ତାହେଲେ ମାଗଣା ନୁହେଁ ତ ଆଉ କଣ ।

 

 ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି  ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *