ଆପଣ ଖାଉଛନ୍ତି କି କୁକୁଡ଼ା ମାଂସ ଜାଣନ୍ତୁ କଣ ହୋଇଥାଏ ଖାଇଲେ କୁକୁଡ଼ା ମାଂସ

ନମସ୍କାର ବନ୍ଧୁ ଗଣ । ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଛୁ । ଆଉ ମଧ୍ୟ ପ୍ରତିଦିନ ପରି ଆଜି ମଧ୍ୟ ଏକ ସୁନ୍ଦର ବିଷୟ ରେ କଥା ହେବା । ଆଜି କାଲି ର ଦୁନିଆ ରେ ଲୋକ ମାନଙ୍କ ର ବହୁତ କିଛି ରୋଗ ରେ ପଡୁଛନ୍ତି ସେଥି ପାଇଁ । ଆପଣ ମାନେ ଙ୍କ ର ଖାଇବା ଆଉ ପିଇବା ରେ ନିୟମ ମିତତା ରହୁନାହିଁ । ଆଜି ଆମେ କହିବୁ କି କଣ କଣ କହିଲେ ଆପଣ ସୁସ୍ତ ରହିବେ ଆଉ ମଧ୍ୟ କଣ କଣ ଖାଇଲେ ଆପଣ ଙ୍କ ଦେହ ଆଉ ସୁସ୍ଥ ରହିବେ ସହିତ ଶରୀର ର ଉପକାର ହେବ । ଆଉ ମଧ୍ୟ କହିବୁ କି ଆପଣ ଯଦି କୁକୁଡ଼ା ମାଂସ ଖାଉଥିବେ କଣ କଣ ସବୁ ଧ୍ୟାନ ଦେବେ ଆଉ କୁକୁଡ଼ା ମାଂସ କହିବା ର ସବୁଠାରୁ ପାଞ୍ଚ ଟି ଉପକାର ।

ଚାଲନ୍ତୁ ଆରମ୍ଭ କରିବା । ଆଜିର ପୋଷ୍ଟ ଆଉ ଏହି ପୋଷ୍ଟ ଟିକୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତି । ଆଉ ଜଣାନ୍ତୁ କି କୁକୁଡ଼ା ମାଂସ ଖାଇବାର ଫାଇଦା ସବୁ କଣ । ଆପଣ ଜାଣି ଥିବେ କି ମାଂସ ଖାଇବା ଦ୍ବାରା ଆମକୁ ସବୁ ପ୍ରୋଟିନ ମିଳି ଥାଏ ଆଉ କୁକୁଡ଼ା ମାଂସ ଖାଇଲେ ସବୁ ଠାରୁ ଅଧିକ ପ୍ରୋଟିନ ମିଳି ଥାଏ । 

 

କୁକୁଡ଼ା ମାଂସ ଖାଇବାର ଏହି ପାଞ୍ଚ ଟି ଉପକାର

 

1)  କୁକୁଡ଼ା ମାଂସ ରେ ଥାଏ ସବୁଠାରୁ ଅଧିକ ପରିମାଣରେ ଭିଟାମିନ ବି – 3 ।

 

2) କୁକୁଡ଼ା ମାଂସ କୁ ଯଦି ଆପଣ ଖାଲି ଶିଜେଇ ଖାଉଛନ୍ତି ତେବେ ସେହି ପ୍ରୋଟିନ ଆପଣଙ୍କ ବଡ଼ି କରିବାରେ ସାହାଯ୍ୟ କରିବ ।

 

3)ମାଂସରେ ଥିବା ଭିଟାମିନ E ଆଉ K କେଶ ଝଡ଼ିବା ଏବଂ କେଶକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।

 

4) ଆପଣ ମଧୁମେହ ରୋଗରେ ଆକ୍ରାନ୍ତ ହୋଇଛନ୍ତି କି ଆପଣ ପାଇଁ ମାଂସ ବେଶ ଲାଭଦାୟକ। ଚିକେନରୁ ମିଳୁଥିବା ପ୍ରୋଟିନ ଟାଇପ ୨ ଡାଇବେଟିସ ରୋଗୀଙ୍କ ଶରୀର ପାଇଁ ଭଲ ହୋଇଥାଏ।

 

5) ମାଂସ କଲିଜାରୁ ଶରୀରକୁ ଯଥେଷ୍ଟ ପରିମାଣର ଲୌହ ମିଳିଥାଏ। ଶରୀରରେ ଲୌହର ମାତ୍ରା ଠିକ ରହିବା ଫଳରେ ରକ୍ତହୀନତା ଆଶଙ୍କା ହ୍ରାସ ହୋଇଥାଏ।

 

Leave a Reply

Your email address will not be published. Required fields are marked *