ଘରେ ରଖନ୍ତୁ ଏହି ଜିନିଷ ଓ କରନ୍ତୁ ଏହି କାମ ଖୁବ ଶୀଘ୍ର ହେବେ କୋଟିପତି

ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ। ଆଜି ଏହି ପୋଷ୍ଟ ମାଧ୍ୟମ ରେ । ଆମେ ଆପଣ ମାନ ଙ୍କୁ ଜଣାଇ ବାକୁ ଯାଉଛୁ ଯେ । ଆପଣ କିପରି ଭାବେ ଏହି ସରଳ କାର୍ଯ୍ୟ କରିବା ଦ୍ୱାରା ଆପଣ ମା ଲଷ୍ମୀ ଙ୍କ ଆଶ୍ରିବାଦ ପ୍ରାପ୍ତ କରି ପାରିବେ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।ମା ଲଷ୍ମୀ ଙ୍କ ଆଗମନ ହେବାକୁ ଯାଉଛି ।ତାହା ପୂର୍ବରୁ ଯଦି ଆପନ ମାନେ ଏହି କାର୍ଯ୍ୟ ଗୁଡିକୁ କରି ଦିଅନ୍ତି ଅଥବା ଆମ୍ଭେ ଆପଣ ଙ୍କୁ କହି ଥିବା କାର୍ଯ୍ୟ ଗୁଡିକୁ ଯଥା ସମ୍ଭବ ସମ୍ପର୍ଣ୍ଣ କରନ୍ତି ତେବେ ଆପଣ ମା ଙ୍କ ଆଶ୍ରିବାଦ ପାଇବା ସହ ଆପଣ ହୋଇପାରିବେ ଲକ୍ଷପତି ଅବା କୋଟିପତି ।

 

ହଁ ଆଜ୍ଞା ଆପଣ ମାନେ ଜାଣିଥିବେ ମା ଲଷ୍ମୀ ହେଉଛନ୍ତି ଧନ ପ୍ରଦାୟିନୀ ।ତାଙ୍କର ଆଶ୍ରିବାଦ ପାଇଲେ ଆପଣ ପାଖରେ ଧନ ର ଅଭାବ ରୁହେ ନାହି । ସେଥି ପାଇଁ ଆଗାମୀ ଦିନ ରେ ମା ଙ୍କ ଆଶ୍ରିବାଦ ପାଇବା ପାଇଁ ବାସ୍ତୁ ର ଏହି ସବୁ ନିୟମ ପାଳନ କରନ୍ତୁ ତାହେଲେ ଆପଣ ମା ଙ୍କ ଆଶ୍ରିବାଦ ପାଇ ପାରିବେ । ବାସ୍ତୁ ଶାସ୍ତ୍ର ଏକ ଏପରିକି ପାଠ ଆପଣ ଯଦି ଏହା କୁ ସଠିକ ଭାବେ ମାନୁ ଥାଆନ୍ତି ଆପଣ ମାନେ କେବେ ବି ଅସୁବିଧା ର ସମ୍ମୁଖୀନ ହେବେ ନାହି । 

 

ସବୁବେଳେ ଆପଣ ସୁଖୀ ହୋଇ ରହିବେ ।ତେବେ ଆସନ୍ତୁ ଜାଣିବା ବାସ୍ତୁ ଶାସ୍ତ୍ର ଅନୁସାରେ କେଉଁ କାର୍ଯ୍ୟ କଲେ ଆପଣ ମାନେ ମା ଙ୍କ ଆଶ୍ରିବାଦ ପାଇଁ ପାରିବେ ।

୧- ଘର ସବୁବେଳେ ପରିଷ୍କାର ପରିଛନ୍ନ ରଖନ୍ତୁ ।ଘର ଛାତ ଉପରେ କୌଣସି ଅଳିଆ ଆବର୍ଜନା ରଖନ୍ତୁ ନାହିଁ । ଘର ସବୁ ବେଳେ ସଫା ସୁତୁରା ରଖନ୍ତୁ ।

୨- ଘରୁ ସବୁବେଳେ ବାହାରି କି ଗଲା ବେଳେ ନିଜ ମା ଯଦି ମା ନଥାନ୍ତି ତେବେ ନିଜ ସ୍ତ୍ରୀ ର ମୁହଁ ଚାହିଁ ଜାନ୍ତୁ ।

୩- ଅତି ଜରୁରୀ କାର୍ଯ୍ୟ ରେ ବାହାରି ଗଲା ବେଳେ ଭୋକିଲା କୁକୁର କିମ୍ବା ଗାଈ ଗୋରୁ କିମ୍ବା ଭୋକିଲା ମଣିଷ କୁ ଟିକେ ଖାଦ୍ୟ ଦେଇ ଜାନ୍ତୁ ।କାରଣ ଆପଣ ଯଦି ଆଉ କାହାର ଭୋକ କିମ୍ବା ଦୁଃଖ ବୁଝି ପାରୁଛନ୍ତି ତେବେ ଆପଣ ଙ୍କ ର ଦୁଃଖ କିମ୍ବା ଭୋକ କଥା ଭଗବାନ ବୁଝିବେ ।

 

ଏହି କାର୍ଯ୍ୟ ଗୁଡି କୁ ନୀତି ଦିନ କରନ୍ତୁ ମା ଙ୍କର ଆର୍ଶୀବାଦ ନିଶ୍ଚୟ ପାଇଁ ପାରିବେ ।

 

ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି  ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *