ସ୍କୁଲ ରେ ଶିକ୍ଷକ ଓ ଛାତ୍ରୀ ଅସଞ୍ଜତ ଅବସ୍ଥା ରେ ଧରା ପଡିଲେ ଭାଇରଲ ହେଲା ଭିଡ଼ିଓ

ସ୍କୁଲ ରେ ଶିକ୍ଷକ ଙ୍କ ରାସ ଲୀଳା।ଲାଟ୍ରିନ ଭିତରୁ ଅସଞ୍ଜତ୍ତ ଅବସ୍ଥାରେ ଧରାପଡିଲେ ଭାଇରଲ ହେଲା ଭିଡ଼ିଓ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଛୁ। ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନ ଙ୍କୁ ଜଣାଇବାକୁ ଯାଉଛୁ ଏକ ପ୍ରକୃତ ରହସ୍ୟ ଯାହାକି ମାନବ ସମାଜ ପାଇଁ ଏକ ଲଜ୍ୟା ର ବିଷୟ ।ଖାଲି ମାନବ ସମାଜ ନୁହଁ ଏହା ଗୁରୁ ଶିଷ୍ୟ ସମ୍ପର୍କ ଉପରେ ଆଞ୍ଚ ସୃଷ୍ଟି କରୁଛି ।ଯାହା କେବଳ ଆଜି ର ମାନବ ସମାଜ ରେ ହିଁ ଦେଖିବାକୁ ମିଳିପାରେ ।କାରଣ ଆଜି ର ଆଧୁନିକ ସମାଜ ସହ କଲି ଯୁଗ ର ପ୍ରକୋପ ଫଳରେ ଏହି ସବୁ ବିଭ୍ରାନ୍ତ କର କଥା ସବୁ ଶୁଣିବାକୁ ମିଳୁଛି ।ଯାହା କୁ ଆପଣ ଶୁଣିବା ମାତ୍ରେ ଆପନ ଙ୍କ ପାଦ ତଳୁ ମାଟି ଖସିଯିବ ।

ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।ତା ହେଲେ ଆସନ୍ତୁ ଜାଣିବା ପ୍ରକୃତ ରହସ୍ୟ  ।କଥା ଟା ଏପରି କି ବିହାର ରେ ଏକ ସରକାରୀ ବିଦ୍ୟାଳୟ ରେ ଏହିପରି କାର୍ଯ୍ୟ ଦେଖି ବାକୁ ମିଳିଥିଲା ।ବିହାର ଏକ ନୁରସନ୍ସ ସ୍ଥାନ ।ଯେଉଁ ଠାରେ ମାଡ଼ ଗୋଲ ଝଗଡା ବଳାତକର ଏକ ସାଧାରଣ କଥା ।ଏହି ଭଳି କାର୍ଯ୍ୟ ସେଠାକାର ଗୁଣ୍ଡା ମାନଙ୍କ ପାଇଁ ସାଧାରଣ କଥା ।ସେଠାରେ ଏକ ସରକାରୀ ବିଦ୍ୟାଳୟ ର ଜଣେ ଶିକ୍ଷକ ନିଜ ସ୍କୁଲ ର ଏକ ଛାତ୍ରୀ ସହ ପ୍ରେମ ସମ୍ପର୍କ ସ୍ଥାପନା କରିଥିଲେ ।

 

ଯାହା ଫଳରେ ସେ ତାଙ୍କ ସହ ପ୍ରତିଦିନ ସ୍କୁଲ ର ଅର୍ଧ ସମୟ ବେଳେ ହେଉଥିବା ଚୁଟି ସମୟ ରେ ନିଜ ଅଫିସ କୁ ଡାକି ।ନିଜ ଗୋଡ଼ ମୋଡ଼ିଦେବାକୁ କହିଲେ ତା ପରେ ସେ ତାକୁ ନିଜ ମୁଣ୍ଡ ବିନ୍ଧୁ ଥିବା ର କହି ତାକୁ ନିଜ ମୁଣ୍ଡ ଚିପି ଦେବା କୁ କହିଲେ ।ଏବଂ ତା ପରେ ସେ ତାର ହାତ କୁ ଧରି ନିଜ ସହ ସମ୍ପର୍କ ରଖିବା କୁ କହି ନିଜ ଲାଟ୍ରିନ ମଧ୍ୟକୁ ନେଇଗଲେ ।ତା ପରେ ସେ ସବୁ ଦିନ ତା ସହ ସମ୍ପର୍କ ସ୍ଥାପନ କରିବାକୁ ଲାଗିଲେ ।ଏକ ଦିନ ସ୍କୁଲ ର ସାଙ୍ଗ ମାନେ ତାର ସାଙ୍ଗ ପ୍ରତି ସନ୍ଦେହ କଲେ ତା ପର ଦିନ ସାଙ୍ଗ କୁଆଡେ ଯାଉଛି ବୋଲି ତାର ପଛେ ପଛେ ଗଲେ ଓ ତାଙ୍କ ସାଙ୍ଗ ର କଲା କାର ନାମା ଦେଖି ଅନ୍ୟ ଶିକ୍ଷକ କୁ ଡାକିବା ସହ ଗାଁ ଲୋକ ମାନ ଙ୍କୁ ଡାକିବା ସହ ଶିକ୍ଷକ ଙ୍କୁ ପୋଲିସ ଙ୍କୁ ଜିମା ଦେଲେ ।

 

ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି  ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *