ଏହି ୩ କାମ ଭଲସେ କରିଲେ ଆପଣ ବି ବନିବେ କୋଟିପତି

 

ନମସ୍କାର ଅବନ୍ଧୁ ଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଛୁ। ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନ ଙ୍କୁ ଜଣାଇବାକୁ ଯାଉଛୁ କି ଯଦି ଆପଣ ମାନଙ୍କ ପାଖ ରେ ଏହି ଜିନିଷ ଅଛି ତାହେଲେ ଆପଣ ଙ୍କ ର ଭାଗ୍ୟ ଖୋଲିବାର ଅଛି ।ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।ମଣିଷ ଜୀବନ ରେ ବାସ୍ତୁ ଶାସ୍ତ୍ର ର ଅନେକ ପ୍ରଭାବ ଥାଏ ।ଯାହା ମଣିଷ ଯିବନ ଉପରେ ପ୍ରଭାବ ପକାଇବ ସହ ଏହାର ପାରିପାର୍ଶ୍ବିକ ପରିସ୍ଥିତି ଉପରେ ମଧ୍ୟ ପ୍ରଭାବ ପକାଇଥାଏ ।

ମଣିଷ ଜୀବନ କ୍ଷଣ ସ୍ଥାୟୀ ।ଏହି କ୍ଷଣ ସ୍ଥାୟୀ ମଣିଷ ଯିବନ କୁ ସୁଖ ସଂବୃଦ୍ଧି ରେ ଭରି ଦେବା ପାଇଁ ବାସ୍ତୁ ଶାସ୍ତ୍ର ର ନିତ୍ୟାନ୍ତ ଆବଶ୍ୟକ ।ବାସ୍ତୁ ଶାସ୍ତ୍ର କୁ ଯେଉଁ ମାନେ ଭଲ ଭାବେ ପାଳନ କରି ଥାନ୍ତି, ଆଜିର ଦିନ ରେ ସେମାନେ ନିଜର ଜିବନ କୁ ଖୁସୀ ରେ ବିତାଉଛନ୍ତି । ଘରେ ବାସ୍ତୁ ଅନୁସାରେ କୈଣସି କାମ କରିଲେ ସୁଖ ଶାନ୍ତି ମିଳେ ଏବଂ ଘରୁ ନାକାରାତ୍ମକ ଉର୍ଜା ବି ନଷ୍ଟ ହୋଇ ଥାଏ , ତେବେ ଆସନ୍ତୁ ଜାଣି ନେବା ସେହି ସବୁ ବାସ୍ତୁ ଉପାୟ ବିଷୟ ରେ ଯାହା କୁ ଭଲ ଭାବେ ଅନୁସରଣ କଲେ ଆପଣ ଙ୍କ ର ସବୁ ଦୁଃଖ ର ଅନ୍ତ ଘଟିବ ଏହା ସହ ଆପଣ ବି ହୋଇପାରିବେ କୋଟିପତି ।

ପ୍ରଥମ ଟି ହେଲା (୧)ଆପଣ ମାନେ ଘରେ କିମ୍ବା ଅଫିସ୍ ରେ କାମ ରେ ଉତ୍ତର ପୂର୍ବ କୁ ମୁହଁ କରି ବସିଲେ ସବୁ ବେଳେ ଶୁଭ ହୋଇ ଥାଏ ।(୨)ସେହି ପରି ଦୁଇ ନମ୍ବର ରେ ଆପଣ ମାନେ କେବେ ବି ଶୋଇବା ଘରେ ମଲା ଲୋକ  ଙ୍କ ଚିତ୍ର କୁ ଲଗାନ୍ତୁ ନାହିଁ ଏମିତି କରିଲେ ନାକାରାତ୍ମକ ଉର୍ଜା ଆପଣ ମାନଙ୍କ ଉପରେ ପ୍ରଭାବ ପକେଇ ଥାଏ । ଯାହା ଆପଣ ତଥା ଆପଣ ଙ୍କ ର ପରିବାର ବର୍ଗ ଲୋକ ମାନଙ୍କ ଉପରେ କୁ ପ୍ରଭାବ ପକାଇବ ।(୩)ସେହି ପରି ତୃତୀୟ ଟି ହେଉଛି ଆପଣ ମାନେ ଘର ମୂଖ୍ୟ ଦ୍ୱାର ରେ ଗଣେଷ ଙ୍କ ଫୋଟ ଲଗାନ୍ତୁ , କେବଳ ଯେଉଁ ଘର ର ଦ୍ୱାର ର ମୂଖ ଦକ୍ଷିଁଣ ଏବଂ ପୂର୍ବ ଦ୍ୱାରୀ ହୋଇ ଥିବେ ସେହି ଘର ର ଦ୍ୱାର ରେ ହିଁ ଲଗାନ୍ତୁ ଆପଣ ମାନଙ୍କ ପାଇଁ ବହୁତ ଶୁଭ ହୋଇ ଥାଏ ।ଏହି ତଥ୍ୟ କୁ ସଠିକ ଭାବେ ପାଳନ କଲେ ଆପଣ ଙ୍କ ଜୀବନ ସରସ ସୁନ୍ଦର ହୋଇଯିବ ।

ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି  ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ।

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *