ସନୀ ଲିଅନି ଗୋଟିଏ ବ୍ଲୁ ଫିଲ୍ମ ପାଇଁ ଏତେ ଟଙ୍କା ନିଅନ୍ତି ଆପଣ ଜାଣିଲେ ଚମିକି ପଡିବେ

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଛୁ। ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନ ଙ୍କୁ ଜଣାଇବାକୁ ଯାଉଛୁ ବଲିଉଡ ର ପର୍ଣ୍ଣ ଷ୍ଟାର ସନ୍ନି ଲିଓନି ଙ୍କ ଜୀବନୀ ଓ ବ୍ଲୁ ଫିଲ୍ମ ପାଇଁ କେତେ ଟଙ୍କା ନେଇଥାନ୍ତି ଜାଣନ୍ତୁ ବିଷୟରେ ।ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ। ତାହେଲେ ଚାଲନ୍ତୁ ଆରମ୍ଭ କରିବା ଆଜିର ବିଶେଷ ତଥ୍ୟ ।ସନ୍ନି ଲିଅନି ଙ୍କ ର ପ୍ରକୃତ ନାମ ଥିଲା କାରନ ଜିତ କୋର ବୋହରା ।ସେ ଜଣେ ଭାରତୀୟ ପଞ୍ଜାବୀ ଶିଖ ପରିବାର ରେ କାନାଡ଼ା ର ଅଣ୍ଟାରିଓ,ସନରିଓ ରେ ଜନ୍ମ ଗ୍ରହଣ କରିଥିଲେ ।ସେ ୧୯୮୩ ମେ ମାସ ୧୩ ତାରିଖ ରେ ଜନ୍ମ ଗ୍ରହଣ କରିଥିଲେ ।


ଯଦି ଓ ପରିବାର ଶିଖ୍ ଥିଲେ ତାଙ୍କ ପିତାମାତା ତାଙ୍କୁ କ୍ୟାଥୋଲିକ୍ ସ୍କୁଲରେ ନାମ ଲେଖାଇ ଥିଲେ ।ଯେତେବେଳେ ତାଙ୍କୁ 13 ବର୍ଷ ହୋଇଥିଲା ସେ ସରକାରୀ ବିଦ୍ୟାଳୟ କୁ ଯିବା ତାଙ୍କ ପାଇଁ ଅସୁରକ୍ଷିତ ମନେ ହେଉଥିଲା।ତାଙ୍କ ପରିବାର ମିଚିଗାନର ଫୋର୍ଟ ଗ୍ରାଟିଅଟକୁ ଚାଲିଯାଇ ଥିଲେ ।ଯିବାର ଏକ ବର୍ଷ ପୁଣି ଥରେ କାଲିଫର୍ନିଆର ହ୍ରଦ ଜଙ୍ଗଲକୁ ଚାଲିଗଲେ । ପରିବାର ଗୋଟିଏ ସ୍ଥାନରେ ଏକାଠି ହେବା ତାଙ୍କ ଜେଜେବାପାଙ୍କ ସ୍ୱପ୍ନକୁ ପୂରଣ କରିଥିଲେ।ଲିଅନି ନିଜ ର ପ୍ରଥମ ୧୧ ବର୍ଷ ବୟ ସରେ ଓଠ କୁ ଚୁମ୍ବନ କରିଥିଲେ ଏବଂ ୧୬ ବର୍ଷ ବୟସ ରେ ଜଣେ ବାସ୍କେଟବଲ ଖେଳାଳୀ ସହିତ 1 ନିଜର କୁମାରୀତ୍ୱ ହରାଇ ଥିଲେ ।


ଆପଣ ମାନେ ଜାଣିଥିବେ ଯେ ବ୍ଲୁ ଫିଲ୍ମ ହିରୋଇନ ମାନେ ବହୁତ ଟଙ୍କା ଚାର୍ଜ କରନ୍ତି | ସନୀ ଲିଅନ ଆମ ଭାରତ ର ସବୁଠାରୁ ସୁନ୍ଦର ଓ ଲୋକ ପ୍ରିୟ ବ୍ଲୁ ଫିଲ୍ମ ହିରୋଇନ | ସନୀ ଲିଅନି ଗୋଟିଏ ବ୍ଲୁଏ ଫିଲ୍ମ ପାଇଁ ୨୫/୩୦ ଲକ୍ଷ୍ୟ ଟଙ୍କା ନେଇଥାନ୍ତି | ବର୍ତ୍ତମାନ ସେ ବ୍ଲୁ ଫିଲ୍ମ ରୁ ଦୁରେଇ ଯାଇଛନ୍ତି |

ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ।

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *